India Vs Bangladesh Champions Trophy 2025

ଦୁବାଇରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ଦଳ ।

ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ ।

ଏହି ମ୍ୟାଚରେ ବାଂଲାଦେଶ ଭାରତ ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଥିବାବେଳେ ଭାରତ ୪୬.୩ ଓଭରରେ ୪ ଉଇକେଟ ହରାଇ ୨୩୧ ରନ କରିଥିଲା । ଶାମି ଭାରତ ପକ୍ଷରୁ ୫ଟି ଉଇକେଟ ହାସଲ କରିଥିଲେ ।

ଶୁଭମନ ଗିଲଙ୍କ (୧୦୧*) ଦମଦାର ଶତକ ବଳରେ ବାଂଲାଦେଶକୁ ୬ ୱିକେଟରେ ମାତ୍ ଦେଇଛି ଭାରତ । 9ଟି ଚୌକା ଓ ୨ଟି ଛକା ସହ ୧୨୫ ବଲ୍‌ରେ ଶତକ ହାସଲ କରିଛନ୍ତି ଗିଲ ।

By Nirvay

Leave a Reply

Your email address will not be published. Required fields are marked *