india-to-buy-26-rafale-jets from france
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନାର କ୍ଷମତା । ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ ।
 
ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ୬୪,୦୦୦ କୋଟି ଟଙ୍କାର ଏହି ବିଶାଳ ଚୁକ୍ତିକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ କମିଟି ସିସିଏସ୍ ଅନୁମୋଦନ ଦେଇଛି ।
 
ଭାରତୀୟ ନୌସେନାର ୨୨ ସିଙ୍ଗଲ-ସିଟର ଏବଂ ଚାରିଟି ଟୁଇନ-ସିଟର ବିମାନ କିଣିବ ଭାରତ । ଡିଲରେ ମୋହର ବାଜିବା ପରେ ୨୦୨୯ ଶେଷ ଭାଗରେ ବିମାନର ଡେଲିଭରୀ ଆରମ୍ଭ ହେବ । ସମସ୍ତ ୨୬ଟି ଜେଟ୍‌ ୨୦୩୧ ସୁଦ୍ଧା ଭାରତୀୟ ନୌସେନାକୁ ଯୋଗାଇ ଦିଆଯିବ ।

By Nirvay

Leave a Reply

Your email address will not be published. Required fields are marked *