ଭୁବନେଶ୍ୱର: ୟୁଜିସିର ପରାମର୍ଶ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମ୍ସି) କୁ ‘ଡିମେଡ୍-ଟୁ-ବି ବିଶ୍ୱବିଦ୍ୟାଳୟ’ ମାନ୍ୟତା ଦିଆଯାଇଛି।

ଭାରତରେ ଆଇଆଇଏମସି ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଅଗ୍ରଣୀ ଉଦ୍ୟମ ପାଇଁ ଜଣାଶୁଣା। ଏହି ସ୍ଥିତି ନୂଆଦିଲ୍ଲୀରେ ଏହାର ମୁଖ୍ୟ କ୍ୟାମ୍ପସ ଏବଂ ଜାମ୍ମୁ (ଜାମ୍ମୁ କାଶ୍ମୀର), ଅମ୍ରାବତୀ (ମହାରାଷ୍ଟ୍ର), ଆଇଜାୱଲ (ମିଜୋରାମ), କୋଟାୟାମ (କେରଳ) ଏବଂ ଢେଙ୍କାନାଳ (ଓଡିଶା) ରେ ଅବସ୍ଥିତ ଆଇଏମସିର ସମସ୍ତ କ୍ୟାମ୍ପସରେ ପ୍ରଯୁଜ୍ୟ। )

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *