ପୁରୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାରରେ ଅସମ୍ଭାଳ ଭିଡ଼। ଆଜି କିଛି ଏମିତି ଖବର ସାମ୍ନାକୁ ଆସିଛ। ଏହା ସହ ଦୂର ଦୂରରୁ ଆସିଥିବା ଭକ୍ତମାନେ ଖରାରେ ସିଝି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଲକ୍ଷେ ଲକ୍ଷେ ଭକ୍ତଙ୍କ ଭିଡ଼। ଦର୍ଶନ ଲାଗି ପଶ୍ଚିମ ଦ୍ବାର ଦେଇ ପଶୁଛନ୍ତି ଭକ୍ତ, ସେହି ଭିତରେ ଦଳା ଚକଟାରେ ଅନେକ ଭକ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। Post navigation ବିଜେପିକୁ ଝଟକା; ଦଳ ଛାଡ଼ିଲେ ପ୍ରକାଶ ବେହେରା ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ; ମା ସମଲେଶ୍ବରୀଙ୍କ କଲେ ଦର୍ଶନ