ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତୀୟ ସେନା । କାଶ୍ମୀରର ସୋପିଆନ ଓ ପୁଲୱାମାରେ ଆଜି ଆଉ ୨ ଲସ୍କର ଆତଙ୍କୀଙ୍କ ଘର ଉଡାଇଛନ୍ତି ସୁରକ୍ଷାକର୍ମୀ । ମାଟିରେ ମିଶୁଛି ଆତଙ୍କବାଦୀଙ୍କ ଘର । ପହଲଗାମ୍ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତି ଥିବା ଜମ୍ମୁକାଶ୍ମୀରର ଆତଙ୍କୀଙ୍କ ଠିକଣା ଖୋଜି ଖୋଜି ସେମାନଙ୍କ ଘର ଉଡାଉଛି ଭାରତୀୟ ସେନା । ଗତକାଲି ୨ ଆତଙ୍କୀର ଘର ଉଡ଼ାଇଥିଲେ ସୁରକ୍ଷାକର୍ମୀ । କାଲି ପରି ଆଜି ମଧ୍ୟ ଆତଙ୍କୀଙ୍କ ଘର ଉଡାଇ ଦେଇଛନ୍ତି । Post navigation ପାକିସ୍ତାନ ବାୟୁସୀମା ବନ୍ଦ କରିବା ପରେ ଡିଜିସିଏ ର ଆଡ୍ଭାଇଜରି ୫୧,୦୦୦ ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ; ଓଡିଶାରେ ୨୫୮ ନିଯୁକ୍ତି ପତ୍ର ପ୍ରଦାନ