ବଢିଲା ମୃତ ACF ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଅଡ଼ୁଆ। ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯିବା ପରେ ତାଙ୍କ ଗିରଫଦାରୀ ସମ୍ଭାବନା ଆହୁରି ବୃଦ୍ଧି ପାଇଛି। Post navigation Cabinet Approves Rs. 10,783 Cr 3 Railway Multitracking Projects Across 5 States, Including Odisha BJD Protest Against MMDR Amendment Bill: ରାଜ୍ୟ ବିରୋଧୀ ଏମଏମଡିଆର ଆଇନ ବିରୋଧରେ ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ