ଓଡ଼ିଶାରେ କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଏଚସିଏଲ୍ ଟେକ୍ ଗ୍ରହଣ କରିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଦିଲ୍ଲୀ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପରେ ଭୁବନେଶ୍ୱରରେ ଏଚସିଏଲ୍ ଟେକ୍ କ୍ୟାମ୍ପସ ସହ ୟୁନିଭର୍ସିଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନା ଅନୁଯାୟୀ ନୋଏଡାସ୍ଥିତ ଏଚସିଏଲ୍ ଟେକ୍ କାର୍ଯ୍ୟାଳୟ ଯାଇ ସେଠାକାର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । Post navigation ପେଟ୍ରୋଲ-ଡିଜେଲ୍ ଉପରେ ବଢ଼ିଲା ଉତ୍ପାଦ ଶୁଳ୍କ; ମୂଲ୍ୟ ଅପରିବର୍ତ୍ତିତ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି କାମ