ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ହୋଇଥିବା ବ୍ୟୟବରାଦ ଓ ପାଣ୍ଠି ଖର୍ଚ୍ଚକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ । ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନି ୨୦୨୪-୨୫ ଆର୍ଥିକ ବର୍ଷର ୧ଲକ୍ଷ ୧ହଜାର ୨୭୩ କୋଟି ଟଙ୍କା । ଆଜି ବିଧାନସଭା ଗୃହରେ ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ୨ଲକ୍ଷ ୬୫ ହଜାର କୋଟିରୁ ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୧ଲକ୍ଷ ୬୩ ହଜାର ୭୨୬ କୋଟି ଟଙ୍କା । ଆଉ ବଳକା ପଡିଛି ୧ଲକ୍ଷ ୧ହଜାର ୨୭୩ କୋଟି ଟଙ୍କା । Post navigation କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ୫ ଗିରଫ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫଙ୍କୁ ଗିରଫ କରୁ କରୁ ମିଳିଗଲା ଜାମିନ