କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା ପରିଚୟ ଦେଇ ଲୋକଙ୍କଠୁ ଠକେଇ ଅଭିଯୋଗ । ଚାକିରି ଓ ବଦଳି କରାଇବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିଲା ଅଭିଯୁକ୍ତ । ଚାକିରି, ବଦଳି ଓ କାହାକୁ ପେଟ୍ରୋଲ ପମ୍ପ କରାଇବାକୁ କହି ଠକୁଥିଲା ଅଭିଯୁକ୍ତ । ପରେ ଟଙ୍କା ମାଗିବାରୁ ଫେରାର ହେଉଥିବା ବେଳେ ହୋଟେଲରୁ ଠକକୁ ଧରି କ୍ୟାପିଟାଲ ଥାନା ପୋଲିସର ଜିମା ଦେଲେ ଲୋକେ। Post navigation ସହିଦ ମାଧୋ ସିଂ ଯୋଜନା: ହାତ ଖର୍ଚ୍ଚ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ସବୁଠୁ ଆଗରେ;