ପରିବାର ପ୍ରତିପୋଷଣ ପାଇଁ କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକାର ୪ ଯୁବକ ଥାଇଲାଣ୍ଡରେ ଫସି ରହିଥିବା ଜଣାପଡ଼ିଛି। ସ୍ୱଦେଶ ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶା ସରକାର ଓ କେନ୍ଦ୍ରାପଡ଼ା ସାଂସଦଙ୍କୁ ଗୁହାରି କରିଛନ୍ତି । Post navigation BRICS Meet in Puri: ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ‘ବିପର୍ଯ୍ୟୟ ଆଶଙ୍କା ହ୍ରାସ ଗ୍ରୁପ’ ବୈଠକର ଟେକ୍ନିକାଲ ସେସନ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Southwest Monsoon arrives in Kerala, marks start of India’s Rainy Season