ପ୍ରାୟ ୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହଡ଼ପ ମାମଲାରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାରେ ପୂର୍ବତନ IAS ଅଧିକାରୀ ତଥା ଢେଙ୍କାନାଳର ଅବସରପ୍ରାପ୍ତ କଲେକ୍ଟର ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ DRDA ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସ ଏବଂ ସେତେବେଳର ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସମସ୍ତ ୩ ଦୋଷୀଙ୍କୁ ବର୍ଷେ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । Post navigation भारत और बेल्जियम अगले 5 सालों में द्विपक्षीय ब्यापार दोगुना करने का लक्ष्य