Tag: Nityananda Mohanty

Former Dhenkanal Collector Convicted: ୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ମାମଲା; ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଦୋଷୀ ସାବ୍ୟସ୍ତ

ପ୍ରାୟ ୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହଡ଼ପ ମାମଲାରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାରେ ପୂର୍ବତନ IAS ଅଧିକାରୀ ତଥା ଢେଙ୍କାନାଳର ଅବସରପ୍ରାପ୍ତ କଲେକ୍ଟର ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ DRDA…