ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ (ଜିତୁ)ଙ୍କ ଅଡୁଆ ବଢ଼ିଲା। ସରକାରୀ ଜମି ଜବରଦଖଲ କରି ରଖିଥିଲେ। ଏ ନେଇ ଅଭିଯୋଗ ହେବା ପରେ ଏବେ ମାପଚୁପ ଆରମ୍ଭ ହୋଇଛି। ନୂଆଗାଁ ମୌଜାରେ ତହସିଲ ପ୍ରଶାସନ ଜମି ମାପଚୁପ ଆରମ୍ଭ କରିଛି। ବିଧାୟକ ହିମାଂଶୁ ସାହୁଙ୍କ ଜଣେ ସମର୍ଥକ ଏ ନେଇ ଅଭିଯୋଗ କରିଥିଲେ। ଆକ୍ସନ ମୋଡ଼କୁ ଆସିଛନ୍ତି ସରକାର। ଖୋଲୁଛି ଦୁର୍ନୀତି ପେଡି।

Leave a Reply

Your email address will not be published. Required fields are marked *