ବାତ୍ୟା ‘ଦାନା’ ମୁକାବିଲା ପାଇଁ ଆଉ ୫ଟି କେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ (ଏନଡିଆରଏଫ୍) ମଙ୍ଗଳବାର ରାତିରେ ପଞ୍ଜାବର ବାଥିନାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପଞ୍ଜାବ ଭଟିଣ୍ଡାରୁ ୧୫୦ ଜଣିଆ ସଦସ୍ୟଙ୍କୁ ନେଇ ବାୟୁସେନାର ଦୁଇଟି ବିମାନରେ ଆଇଏଲ ୭୬ ଓ ଏନ ୩୨ ବିମାନ ଓଡ଼ିଶାରେ ପହଞ୍ଚିଥିଲେ । ଏହି ପାଞ୍ଚଟି ଏନଡିଆରଏଫ ଟିମରେ ମହିଳାଙ୍କ ସମେତ ୧୫୦ ଜଣିଆ ସଦସ୍ୟଙ୍କୁ ସଦସ୍ୟ ଅଛନ୍ତି ଓ ଏମାନଙ୍କୁ ୫ଟି ଅସୁରକ୍ଷିତ ଜିଲ୍ଲା ତଥା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମୁତୟନ କରାଯାଇଛି । ବିଭିନ୍ନ ଅତ୍ୟାଧୁନିକ ସାମଗ୍ରୀ ସମେତ ଏମାନେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବେ । ଏହି ପାଞ୍ଚଟି ଏନଡିଆରଏଫ ଟିମରେ ମହିଳାଙ୍କ ସମେତ 152 ଜଣ ସଦସ୍ୟ ଅଛନ୍ତି ଏବଂ ସେମାନେ ପାଞ୍ଚଟି ଅସୁରକ୍ଷିତ ଜିଲ୍ଲା – ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ଜଜପୁରରେ ନିୟୋଜିତ ହେବେ। Post navigation ବାତ୍ୟା ‘ଦାନା’ ପାଇଁ ୩ଟି ବନ୍ଦରକୁ ୪ନଂ ବିପଦ ସଂକେତ ଜୀବନ ଅମୂଲ୍ୟ ତେଣୁ ବାତ୍ୟା ପାଇଁ ଭୟ କରନ୍ତୁନି, ସଜାଗ ରୁହନ୍ତୁ ବୋଲି ରାଜ୍ୟବାସୀଙ୍କୁ ନିବେଦନ କଲେ ନବୀନ ପଟ୍ଟନାୟକ