ed-deputy-director-caught-by cbi while taking-bribe
ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ଇଡି ଡେପୁଟି କଲେକ୍ଟର ଚିନ୍ତନ ରଘୁବଂଶୀ । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଓଡ଼ିଶା ଶାଖା ସିବିଆଇ ହାତରେ ଧରାପଡ଼ିଲେ ।
 
ସୂଚନା ଅନୁଯାୟୀ ୨୦୧୩ ବ୍ୟାଚର IRS ଅଫିସର ଚିନ୍ତନ ରଘୁବଂଶୀ ୫୦ ଲକ୍ଷର ଡିଲ୍ କରିଥିଲେ । ଖଣି ମାମଲା ରଫାଦଫା କରିବାକୁ ଭୁବନେଶ୍ୱରରେ ହେଉଥିଲା ଡିଲ । ରଙ୍ଗ ବୋଳା ଟଙ୍କାର ପ୍ରମାଣ CBIକୁ ମିଳିଥିବା ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *