ଲାଞ୍ଚ ମାମଲାରେ ଡାକ୍ତରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ହେଲଥ ଅଫିସର ତଥା ତାଳଚେର ସବ-ଡିଭିଜନ ହସ୍ପିଟାଲର ମେଡ଼ିକାଲର ଡାକ୍ତର ନିଶିଥ ନିଶାନ୍ତ ମାଲୁଙ୍କୁ ମିଳିଲା ଜେଲ୍ ଦଣ୍ଡା । ୨୦୨୧ ଲାଞ୍ଚ ମାମଲାରେ ଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ । ଜଣେ ହେଲଥ ୱାର୍କରଙ୍କଠାରୁ ବିଲ୍ ପାସ୍ କରାଇବାକୁ ୭ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ । ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଡାକ୍ତର ନୀତିଶ ନିଶାନ୍ତ ମାଲଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ସହିତ ଜରିମାନ ଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । Post navigation ଭୂକମ୍ପରେ ଥରିଲା ମିଆଁମାରା; ଥାଇଲାଣ୍ଡରେ ଏମରଜେନ୍ସି ଘୋଷଣା କଲେ ସରକାର ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା