ବିଧାନସଭାରେ ୨ ବିରୋଧୀ ଦଳ ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ବିରୋଧୀ ଡ୍ରାମା କରୁଛନ୍ତି ବୋଲି ଚିକିଟି ବିଧାୟକ କହିଛନ୍ତି।ବିରୋଧୀ ଆଲୋଚନା ଚାହୁଁନାହାନ୍ତି, କେବଳ ଡ୍ରାମା କରୁଛନ୍ତି ବୋଲି କହିଲେ। ମୁଲତଵୀ ପ୍ରସ୍ତାବ ଆଣୁଛନ୍ତି, କିନ୍ତୁ ଆଲୋଚନା କରୁନାହାନ୍ତି। ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ କଥା। ସତ୍ୟର ସାମ୍ନା କରିବାକୁ ବିରୋଧୀ ଡରୁଛନ୍ତି ବୋଲି କହିଲେ।

Leave a Reply

Your email address will not be published. Required fields are marked *