ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ପୂଜା ବସିଥିବା ସମୟରେ ପ୍ରଧାନୀ ସେବାୟତ ଚଢ଼ିଯାଇଥିଲେ। ଫଳରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ସୂର୍ଯ୍ୟପୂଜା ଚାଲିଥିବା ବେଳେ ପୂଜାପଣ୍ଡା ଓ ପ୍ରଧାନୀ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଠାକୁରଙ୍କ ବଡ଼ ମହାସ୍ନାନ ପାଇଁ ଜିଦରେ ଅଟଳ ପୂଜାପଣ୍ଡା।

Leave a Reply

Your email address will not be published. Required fields are marked *