ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କର୍ମଜୀବୀ ମହିଳାମାନଙ୍କ ପାଇଁ ଦିନେ ଛୁଟି ଘୋଷଣା କରିଛନ୍ତି। କଟକରେ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରୀମତୀ ପରିଡ଼ା ଏହି ଘୋଷଣା କରିଛନ୍ତି। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ବିତୀୟ ଦିନ ଛୁଟି ନେଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା।

By Nirvay

Leave a Reply

Your email address will not be published. Required fields are marked *