ମହିଳାଙ୍କ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲା କଂଗ୍ରେସ । ରାଜ୍ୟରେ ନାରୀ ହିଂସା ଓ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗ କରି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କ ଡାକରାରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ । କେନ୍ଦୁଝର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପିସିସି ପ୍ରବକ୍ତା ନିଶିକାନ୍ତ ମିଶ୍ର । ୮ ମାସ ମଧ୍ୟରେ ରାଜ୍ୟରେ ନାରୀ ହିଂସା, ନାରୀ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । Post navigation ନବ ଦାସଙ୍କ ରୋଷେୟା ମୃତ୍ୟୁ ଘଟଣାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଅଭିଯୋଗରେ ମହାମେଣ୍ଟର ବିକ୍ଷୋଭ ପ୍ରଦର୍ଶନ