କଂଗ୍ରେସର ସମସ୍ତ ବିଧାୟକଙ୍କ ବିଧାନସଭା ଗୃହରୁ ନିଲମ୍ବନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପତିଙ୍କୁ ଭେଟିଛି କଂଗ୍ରେସ ଟିମ୍ । ରାଜ୍ୟରେ ମହିଳା କମିଶନ ପଦ ଦୀର୍ଘ ଦିନ ଖାଲି ପଡ଼ିଛି । ମହିଳା କମିଶନ ଥିଲେ ନାରୀ ନିର୍ଯାତନା କମ୍ ହୋଇଥାନ୍ତା ବୋଲି କଂଗ୍ରେସ ଦାବି କରିଛି । ଆଇନକୁ ଯେଉଁମାନେ ନିଜ ହାତରେ ନେଇଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ଦଳ । Post navigation ସୁଭଦ୍ରା ୨ୟ କିସ୍ତିରେ ବାଦ୍ ପଡ଼ିଛନ୍ତି ୧,୮୩,୭୮୫ ମହିଳା: ଉପମୁଖ୍ୟମନ୍ତ୍ରୀ ବିଜେଡିର ଇଫତାର ପାର୍ଟିରେ ସାମିଲ ହେଲେ ନବୀନ ପଟ୍ଟନାୟକ