ଆଗକୁ ଆସୁଛି ନୂଆବର୍ଷ । ଜିରୋ ନାଇଟ ପାଇଁ ସବୁଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହା ସହ ଜିରୋ ନାଇଟ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କମିଶନରେଟ ପୋଲିସର । ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍। ଜିରୋ ନାଇଟ୍ ସେଲିବ୍ରେସନ୍ ଆଜି ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ସେ କହିଛନ୍ତି ନବ ବର୍ଷର ସର୍ବସାଧାରଣରେ ପାଳନ ନେଇ ପୋଲିସର ଅନୁମତି ନେବେ । ବିଶୃଙ୍ଖଳା ଉପରେ ପୋଲିସ ନଜର ରଖିବ । ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖିବ ପୋଲିସ। ସାଧାରଣ ଲୋକଙ୍କୁ ଯେପରି ସମସ୍ୟା ନହେବ, ସେଥିପ୍ରତି ଟିକନିକ ନଜର ରଖିବ ପୋଲିସ । Post navigation ଭଙ୍ଗାଯିବ ବେଆଇନ ଘର: କଟକ ଜିଲ୍ଲାପାଳ ଚାଷୀଙ୍କୁ ମିଳିବ କ୍ଷତିପୂରଣ; ଆଉ ୧୫ ଦିନ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ