ସରକାର ଗଠନ ହେବାର କିଛିଦିନ ମଧ୍ୟରେ ଆକ୍ସନ ମୋଡକୁ ଆସିଛନ୍ତି ବିଜେପି ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝି ବୁଧବାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗଛନ୍ତି। ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ତତ୍ପରତା ପ୍ରକାଶ କଲେ ରାଜ୍ୟ ସରକାର। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗିଲେ ସରକାର। ଅର୍ଥ ବିଭାଗ କଟକ OPIDରୁ ତଥ୍ୟ ସଂଗ୍ରହ କରିଛି। ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ତଥ୍ୟ ସଂଗ୍ରହ କରିଛି।

Leave a Reply

Your email address will not be published. Required fields are marked *