ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ସହ ଆମଦାନୀ ଓ ରପ୍ତାନୀ କାରବାର ସଂପୂର୍ଣ୍ଣ ବନ୍ଦ କରିବା ପରେ ଆଜି ଇ-କମର୍ସ ପ୍ଲାଟ୍‌ଫର୍ମରୁ ପାକିସ୍ତାନୀ ପତାକା ଓ ସାମଗ୍ରୀ ବିକ୍ରି ହଟାଇବାକୁ ଖାଉଟି ବ୍ୟାପାର ମନ୍ତ୍ରାଳୟ ନୋଟିସ ଜାରି କରିଛି ।
 
ଇ-କମର୍ସ କମ୍ପାନୀ ଆମାଜନ୍, ଫ୍ଲିପ୍‌କାର୍ଟ,ୟୁବାଇ ଇଣ୍ଡିଆ, ଦ ଫ୍ଲାଗ୍‌କୁ କେନ୍ଦ୍ର ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଛି ।
 
ଏପରି ଅସମ୍ବେଦନଶୀଳତାକୁ ବରଦାସ୍ତ କରାଯିବନି ବୋଲି CCPA ତରଫରୁ କୁହାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *