ଦଶମରେ ପ୍ରତି ବର୍ଷ ୨ଟି ବୋର୍ଡ ପରୀକ୍ଷା ନେଇ ଆଜି ସ୍ପଷ୍ଟୀକରଣ ଦେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE )। ୨୫ ତାରିଖ ୱେବସାଇଟ ତଥ୍ୟ ନେଇ ସାନି ସ୍ପଷ୍ଟୀକରଣ । ୨୫ ତାରିଖରେ ଚିଠା ଯୋଜନାରେ ବାଦ ପଡ଼ିଥିଲା ଓଡ଼ିଆ । ବିରୋଧ ପରେ ବଦଳିଲା ସିବିଏସ୍‌ଇ ଗାଇଡଲାଇନ । ଏହା ପରେ ସ୍ପଷ୍ଟିକରଣ ଦେଇ ସିବିଏସ୍‌ଇ ସୂଚନା ଦେଇଛି ଓଡ଼ିଆ ଭାଷାରେ ଦେଇ ହେବ ଦଶମ ବୋର୍ଡ ପରୀକ୍ଷା । ସବୁ ବିଷୟ ଓ ଭାଷାରେ ପୂର୍ବ ପରି ୨୦୨୫-୨୬ ପରୀକ୍ଷା ହେବ ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବିଦେଶୀ ଭାଷା ରହିବ ।

Leave a Reply

Your email address will not be published. Required fields are marked *