Category: ବିଶ୍ୱ

ଲେବାନନ ଉପରେ ଇସ୍ରାଏଲ୍‌ର ଭୟଙ୍କର ଆକ୍ରମଣ; ୪୯୨ ମୃତ

ଲେବାନନର ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲର ବ୍ୟାପକ ବିମାନ ଆକ୍ରମଣରେ ୪୯୨ ଜଣଙ୍କ ମୃତ୍ୟୁ ଘଟିଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ମୃତକଙ୍କ ମଧ୍ୟରେ ୩୫ ଶିଶୁ, ୫୮ ମହିଳା ଅଛନ୍ତି। ଅନ୍ୟ ୧୬୪୫ ଜଣ ଆହତ ହୋଇଥିବା ଜଣାପଡିଛି। ଲେବାନନରେ…

ପ୍ରଥମ ପୁରୁଷ ଓ ମହିଳା ଚେସ୍ ଅଲିମ୍ପିଆଡ ଜିତି ଇତିହାସ ରଚିଲା ଭାରତ

ହଙ୍ଗେରୀର ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍ ଅଲିମ୍ପିଆଡ-୨୦୨୪ରେ ରବିବାର ଭାରତୀୟ ଚେସ୍ ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଶେଷ ରାଉଣ୍ଡରେ ଡି ଗୁକେଶ, ଅର୍ଜୁନ ଏରିଗେସି ଓ ଆର ପ୍ରଜ୍ଞାନନ୍ଦ…

ଅନୁରା କୁମାରା ଦିଶାନାୟକେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମାର୍କ୍ସବାଦୀ ନେତା ତଥା ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ନେତା ଅନୁରା କୁମାରା ଦିଶାନାୟକେ। ରବିବାର ଭୋଟ୍ ଗଣତି ଚାଲିଥିବା ବେଳେ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ସାଂସଦ ଆଗୁଆ ଥିବା ଜଣାପଡ଼ିଛି। ଶନିବାର ଶ୍ରୀଲଙ୍କାବାସୀ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତୀୟ ପୁରୁଷ ହକି ଟିମ

ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତୀୟ ପୁରୁଷ ହକି ଟିମ। ୫ମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ହତେଇଛି ଭାରତ।ଆଜି ଭାରତୀୟ ପୁରୁଷ ହକି ଦଳ ଏବଂ ଚୀନ୍ ମଧ୍ୟରେ ଏସିଆନ୍ ହକି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା…

ଆଫଗାନିସ୍ତାନରେ ପୋଲିଓ ଟୀକାକରଣ ଅଭିଯାନ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

ସାରା ବିଶ୍ୱରେ ପୋଲିଓ ଭୂତାଣୁ ବ୍ୟାପିଥିବା ୨ଟି ଦେଶ ହେଉଛନ୍ତି ଆଫଗାନିସ୍ତାନ ଓ ପାକିସ୍ତାନ। କିନ୍ତୁ ଆଫଗାନିସ୍ତାନରେ ପିଲାମାନଙ୍କୁ ଦିଆଯିବାକୁଥିବା ପୋଲିଓ ବିରୋଧୀ ଟିକା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ । ତାଲିବାନ ପକ୍ଷରୁ ପୋଲିଓ ଟିକାକରଣ ଅଭିଯାନକୁ ବାତିଲ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ!

ପୁଣି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଛି । ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍‌ର ଗୋଲ୍ଫ କ୍ଲବରେ ଗଲ୍ଫ ଖେଳୁଥିବା ବେଳେ ଟ୍ରମ୍ପଙ୍କୁ ଗୁଳିମାଡ଼ କରି ହତ୍ୟା ଉଦ୍ୟମ କରାଯାଇଥିଲା। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ଏହି…

ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଲା ‘କାଳିନ୍ଦୀ ଏକ୍ସପ୍ରେସ୍‌’

ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଉତ୍ତର ପ୍ରଦେଶର କାନପୁରରେ ‘କାଳିନ୍ଦୀ ଏକ୍ସପ୍ରେସ୍‌ । ପ୍ରୟାଗରାଜରୁ କାନପୁର ହୋଇ ଭିଓ୍ଵାନୀ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍‌ (୧୪୧୧୭) ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ…

୨୯ ପଦକ ସହ ଭାରତର ପ୍ୟାରିସ ପାରାଲିମ୍ପିକ୍ସ ଅଭିଯାନ ଶେଷ

ପ୍ୟାରିସ ପାରାଲିମ୍ପିକ୍ସ କ୍ରୀଡ଼ା ୨୦୨୪ ରବିବାର ଭାରତ ପାଇଁ ଶେଷ ହୋଇଛି ଯେଉଁଥିରେ ପୂଜା ଓଝା ଫାଇନାଲ ଆଥଲେଟ୍ ହୋଇଛନ୍ତି। ପୂଜା ମହିଳା କାୟାକ୍ ୨୦୦ ମିଟର ଫାଇନାଲକୁ ଯିବାରେ ବିଫଳ ହୋଇ ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ। ଫଳରେ ପ୍ୟାରିସ୍ ପାରାଲିମ୍ପିକ୍ସରେ…

ପ୍ୟାରିସ ପାରାଲିମ୍ପିକ୍ସ; ନବଦୀପଙ୍କ ଐତିହାସିକ ବିଜୟ

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ର ଦଶମ ଦିନରେ ଭାରତକୁ ଆସିଛି ଆଉ ୨ଟି ପଦକ। ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ। ପୁରୁଷ ଜାଭେଲିନ୍ ଥ୍ରୋ ଏଫ-୪୧ ଫାଇନାଲରେ ଜାଭେଲିନରେ ନବଦୀପ ସିଂହ ଐତିହାସିକ ବିଜୟ ହୋଇଛି । ତାଙ୍କ ରୌପ୍ୟ ପଦକ…

ଦୁଇଦିନିଆ ଭାରତ ଗସ୍ତରେ ଅବୁଧାବୀର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନହ୍ୟାନ

ଭାରତ ଆସିବେ ଆବୁ ଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନହ୍ୟାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୯ ଓ ୧୦ ତାରିଖ ୨ ଦିନିଆ ଭାରତ ଗସ୍ତରେ ଆସିବେ ମହମ୍ମଦ ବିନ୍‌ ଅଲ୍‌ ଜାୟଦ…