Category: ବିଶ୍ୱ

ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବେ କହିଲେ ଟ୍ରମ୍ପ; ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଇଲେ ମୋଦି

ଭାରତ-ଆମେରିକା ସଂପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସ୍ଵତନ୍ତ୍ର କହିଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ ଭାରତ ରୁଷରୁ ବିପୁଳ ପରିମାଣରେ ତେଲ କିଣିବା…

ଏସସିଓ ଶିଖର ସମ୍ମିଳନୀରେ ଆତଙ୍କବାଦ ରୋକିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଚୀନର ତିୟାନଜିନ୍‌ରେ ଆୟୋଜିତ ୨୫ତମ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ରୋକିବାକୁ ଆହ୍ୱାନ ଦେଇଛନ୍ତି । ଏସସିଓ ଶିଖର ସମ୍ମିଳନୀରେ ଚମତ୍କାର ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୋଦି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ହୃଦୟରୁ କୃତଜ୍ଞତା…

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା: ୮୦୦ ମୃତ

ଆଫଗାନିସ୍ତାନ କୁନାରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିରେ ମୃତ୍ୟୁସଂଖ୍ୟା ୮୦୦କୁ ବୃଦ୍ଧି ନେଇ ସ୍ପଷ୍ଟ କଲା ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ । ଏହା ସହ ୨ ହଜାର ୫ ଶହରୁ ଅଧିକ ଆହତ ହୋଇଥିବା…

ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ଯୁଦ୍ଧବିରତି ପାଇଁ ହୋଇପାରିଲା ନାହିଁ ସହମତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧବିରତି ଉପରେ ଆଲାସ୍କାରେ ଆଲୋଚନା କରିଛନ୍ତି । ପ୍ରାୟ ୩ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ଏହି ଶୀର୍ଷ ବୈଠକ ଚାଲିଥିଲା । କଥାବାର୍ତ୍ତା ସକାରାତ୍ମକ…

ଇସ୍ରାଏଲୀ ଏୟାର ଷ୍ଟ୍ରାଇକରେ ୫ ସାମ୍ବାଦିକ ନିହତ: ଆତଙ୍କବାଦୀ ଅଭିଯୋଗ ଆଣିଲା ଇସ୍ରାଏଲ

ଇସ୍ରାଏଲ ଓ ହମାସ୍ ଯୁଦ୍ଧରେ ଅଲ ଜାଜୀରା ଆରବୀର ପାଞ୍ଚ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଗାଜା ସହରରେ ଇସ୍ରାଏଲର ଏକ ଏୟାର ଷ୍ଟ୍ରାଇକରେ ସାମ୍ବାଦିକ ଆନାସ ଅଲ ଶରୀଫଙ୍କ ସମେତ ପାଞ୍ଚ ଜଣ ସାମ୍ବାଦିକ ନିହତ ହୋଇଛନ୍ତି । ଏହା…

ଅପରେସନ୍ ସିନ୍ଦୂର ଉପରେ ବାୟୁସେନା ମୁଖ୍ୟଙ୍କ ବଡ଼ ଖୁଲାସା

ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନର କ୍ଷତି ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି । ‘ଅପରେସନ ସିନ୍ଦୂର’ ରେ ପାକିସ୍ତାନର ୬ଟି ବିମାନ ଖସାଇଥିବା କହିଛନ୍ତି ଏପି ସିଂହ । ବେଙ୍ଗାଲୁରୁରେ ଆୟୋଜିତ…

ଋଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି । ଏହି ଫୋନ୍ କଲ୍ ସମୟରେ, ପୁଟିନ୍ ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୋଦୀ । ଏକ୍ସରେ ଏନେଇ ପ୍ରଧାନମନ୍ତ୍ରୀ ମୋଦୀ…

ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲା ଆମେରିକା

ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଏକ ବଡ଼ ଝଟକା ଲାଗିଛି । ପୂର୍ବରୁ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ କରିଥିବାବେଳେ ଆଜି ପୁଣି ୨୫% ଟାରିଫ୍ ଲଗାଇଛି ଆମେରିକା । ଏହାକୁ ମିଶାଇ…

ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା

ଭାରତ ଉପରେ ୨୫% ଟାରିଫ୍‌ ଲଗାଇବା ପରେ ଅତିରିକ୍ତ ଟାରିଫ ଲଗାଇପାରେ ଆମେରିକା । CNBC ସହିତ ସାକ୍ଷାତକାର ସମୟରେ ଟ୍ରମ୍ପ କହିଛନ୍ତି ଯେ ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ । ଏହା ସହିତ ସେ ଚେତାବନୀ ଦେଇଛନ୍ତି ଯେ…

ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି; ସପ୍ତାହେ ପାଇଁ ସ୍ଥଗିତ ହେଲା ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ୍

୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି । ଆମେରିକାର ୨୫ ପ୍ରତିଶତ ଟାରିଫ୍ ପ୍ଲାନ୍ ଏକ ସପ୍ତାହ ପାଇଁ ଘୁଞ୍ଚିଲା । ଆଜି ଲାଗୁହେବାକୁ ଥିବା ଟାରିଫ୍ ପ୍ଲାନ୍ ଆସନ୍ତା ଅଗଷ୍ଟ ୭ ତାରିଖରୁ ଲାଗୁ…