Category: ବିଶ୍ୱ

ଚଳିତ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା

ଚଳିତ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆର ୩ ଜଣ ବୈଜ୍ଞାନିକ ରହିଛନ୍ତି । ରୟାଲ ସ୍ୱୀଡିଶ୍ ଏକାଡେମୀ ଅଫ୍ ସାଇନ୍ସର ଘୋଷଣା ମୁତାବକ ଜାପାନର ସୁସୁମୁ କିତାଗାୱା,…

ମହିଳା ଦିନିକିଆ ବିଶ୍ୱକପ ରେ ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ

କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମହିଳା ଦିନିକିଆ ବିଶ୍ୱକପ୍‌ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାକିସ୍ତାନକୁ ୮୮ ରନ୍‌ରେ ପରାସ୍ତ କରି ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍‌ର ଲକ୍ଷ୍ୟ ନିର୍ଦ୍ଧାରଣ…

ଟାରିଫ ପରେ ମହଙ୍ଗା ହେଲା H-1B ଭିସା

ଆମେରିକାରେ ଭିସା ନିୟମରେ ବଡ଼ ପରିବର୍ତ୍ତନ । ଟାରିଫ୍ ପରେ ଏବେ H-1B ଭିସାକୁ ନେଇ ଟ୍ରମ୍ପଙ୍କ ବଡ଼ ପ୍ରହାର । ଏଣିକି H-1B ଭିସା ପାଇଁ ପଡ଼ିବ ୮୮ଲକ୍ଷ ଟଙ୍କା । H-1B ଭିସା ଆବେଦନ ପାଇଁ ବାର୍ଷିକ ୮୮…

ରୁଷିଆରେ ୭.୪ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ରୁଷିଆର କାମଚଟକାର ପୂର୍ବ ଉପକୂଳରେ ଶନିବାର ଦିନ ସକାଳେ ପୁଣି ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୪ ଓ ଗଭୀରତା ୩୯.୫ କିଲୋମିଟର ରେକର୍ଡ ହୋଇଛି । ଏଥିଯୋଗୁ ସୁନାମୀ ଚେତାବନୀ ଦିଆଯାଇଛି । ତେବେ…

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି

ଅଶାନ୍ତ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ପୂର୍ବତନ ନେପାଳ ସୁପ୍ରିମକୋର୍ଟ ବିଚାରପତି ସୁଶୀଳା କାର୍କି । ରାଷ୍ଟ୍ରପତି ରାମ ଚନ୍ଦ୍ର ପଉଡେଲ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ସୁଶୀଳା…

ନେପାଳରେ ବଢ଼ିଲା କର୍ଫ୍ୟୁ

ନେପାଳରେ ବଢ଼ିଲା କର୍ଫ୍ୟୁ। ସ୍ଥିତି ସୁଧୁରୁଥିବା ସତ୍ତ୍ବେ ନେପାଳରେ ବଢ଼ିଲା କର୍ଫ୍ୟୁ । କାଠମାଣ୍ଡୁ, ଲଲିତପୁର, ଭକ୍ତପୁର ଜିଲ୍ଲାରେ ବଢ଼ିଲା କର୍ଫ୍ୟୁ । କାଲି ସକାଳ ୬ଟା ଯାଏଁ କର୍ଫ୍ୟୁ ବଢ଼ାଇଲା ନେପାଳ ସେନା । ଗହଳି ନ କରି ଛୋଟ…

ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା । ବୁଧବାର ୟୁଟା ଭ୍ୟାଲି କଲେଜର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହଯୋଗୀ ୩୧ ବର୍ଷୀୟ କିର୍କଙ୍କୁ ହତ୍ୟା କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ…

ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି

ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେଲେ ପୂର୍ବତନ ନେପାଳ ସୁପ୍ରିମକୋର୍ଟ ବିଚାରପତି ସୁଶୀଳା କାର୍କି । ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ବୈଠକ ବସିବା ପରେ ସୁଶୀଳାଙ୍କ ନାଁରେ ଲାଗିଥିଲା ମୋହର ।…

ଫ୍ରାନ୍ସରେ ବିକ୍ଷୋଭ: ୨୦୦ ଗିରଫ

ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ କରି ୨୦୦ ଗିରଫ । ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର…

ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାମିଲ ହେବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି

ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ (UNGA) ର ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗ ଦେବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସେପ୍ଟେମ୍ବର ୨୭ରେ ବିଶ୍ୱ ନେତାମାନଙ୍କୁ ଏହି ଅଧିବେଶନରେ ସମ୍ବୋଧିତ…