ବିଶ୍ୱ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ January 20, 2025 Nirvay ଆଜି ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍ । ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ଆମେରିକାର ଉପରାଷ୍ଟ୍ରପତି ଭାବେ ଜେଡି ଭେନ୍ସ ମଧ୍ୟ…
ତାଜା ଖବର ବିଶ୍ୱ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ୧୪ ବର୍ଷ ଜେଲ୍ January 17, 2025 Papirani ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ୍। ଅଲ-କାଦିର ଟ୍ରଷ୍ଟ ମାମଲାରେ ଆଜି ପାକିସ୍ତାନର ଏକ ସ୍ଥାନୀୟ କୋର୍ଟ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁର୍ନୀତି ମାମଲା ଓ ନିଜ କ୍ଷମତାରେ ଦୁରୁପଯୋଗ ପାଇଁ…
ଦେଶ ବିଶ୍ୱ କୁମ୍ଭମେଳାରେ ରୁଦ୍ରାକ୍ଷ ମାଳା ଓ ଗେରୁଆ ବସ୍ତ୍ରରେ ଷ୍ଟିଭ ଜବ୍ସଙ୍କ ପତ୍ନୀ January 14, 2025 Papirani ଆସ୍ଥାର ମହାପର୍ବ ମହାକୁମ୍ଭ ମେଳା ଜାନୁଆରୀ ୧୩ରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ମହାକୁମ୍ଭ ମେଳା ହିନ୍ଦୁ ସନାତନ ପରମ୍ପରା ଏବଂ ଭାରତୀୟ ସଂସ୍କୃତିର ଏକ ମହାନ ଧାର୍ମିକ ଉତ୍ସବ। ଏଥିରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ…
ବିଶ୍ୱ ଆମେରିକା କାଲିଫର୍ଣ୍ଣିଆରେ ଜଙ୍ଗଲ ନିଆଁରେ ଏପର୍ଯ୍ୟନ୍ତ ୨୪ ମୃତ January 13, 2025 Papirani କାଲିଫର୍ଣ୍ଣିଆରେ ଜଙ୍ଗଲ ନିଆଁ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଆମେରିକାର ଲସ୍ଏଞ୍ଜେଲସ୍ରେ ଲାଗିଥିବା ନିଆଁ ଗତ ୬ ଦିନ ଧରି ତାଣ୍ଡବ ରଚୁଛି । ଖାଲି ଜଙ୍ଗଲ ନୁହେଁ ଜନବସତି ଅଞ୍ଚଳ, ବଡ଼ବଡ଼ ଅଟ୍ଟାଳିକା ମଧ୍ଯ ପାଉଁଶ ହୋଇଗଲାଣି । ନିଆଁ…
ବିଶ୍ୱ ଆମେରିକାରେ ଅଗ୍ନି ପ୍ରଳୟ; ୧୦ରୁ ଅଧିକଙ୍କ ମୃତ୍ୟୁ January 11, 2025 Nirvay ଲିଭିବାର ନାଁ ଧରୁନି ନିଆଁ । ହାତ ଟେକିଦେଲାଣି ପ୍ରଶାସନ। ଲସ୍ ଆଞ୍ଜେଲସରେ ଏବେ ୫ଟି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏହି ଅଗ୍ନିକାଣ୍ଡରେ ଅତି କମରେ ୧୦,୦୦୦ ଘର…
ତାଜା ଖବର ବିଶ୍ୱ ରାଜ୍ୟ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ଶାନମୁଗରତ୍ନମ୍ January 7, 2025 Papirani ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି । ଜାନୁଆରୀ ୧୬ରୁ ୧୮ ତାରିଖ ଯାଏ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ଶାନମୁଗରତ୍ନମ୍ । ରାଜ୍ୟ ସରକାରଙ୍କ ସହ ବିଭିନ୍ନ MOU ହେବ । ଦକ୍ଷତା ବିକାଶରେ ସିଙ୍ଗାପୁର-ଓଡ଼ିଶା…
ବିଶ୍ୱ ଇସ୍ତଫା ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ! January 6, 2025 Papirani ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ଦଳ ଭିତରେ ଆଭ୍ଯନ୍ତରୀଣ କନ୍ଦଳ କାରଣରୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଜଷ୍ଟିନ ହେଉଛନ୍ତି କାନାଡାର ୨୩ତମ ପ୍ରଧାନମନ୍ତ୍ରୀ । ଜଷ୍ଟିନ ୨୦୧୫ରୁ କାନାଡାର ପ୍ରଧାନମନ୍ତ୍ରୀ ଅଛନ୍ତି। ସେ…
ବିଶ୍ୱ ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା: ୪୭ ମୃତ January 6, 2025 Papirani ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା । ଆତ୍ମଘାତୀ ବିସ୍ଫୋରଣରେ ୪୭ ମୃତ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି ଆତ୍ମଘାତୀ ହମଲା ଖବର ପାଇ…
ବିଶ୍ୱ ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ସଂକ୍ରମଣ January 3, 2025 Papirani କୋଭିଡ ମହାମାରୀର ପରେ ଏବେ ଚୀନରେ ଦେଖାଯାଇଛି ଆଉ ଏକ ନୂଆ ଭାଇରସ ଆତଙ୍କ । ଚୀନରେ ବ୍ୟାପୁଛି ହ୍ୟୁମନ ମେଟାନ୍ୟୁମୋ ଭାଇରସ ବା ଏଚଏମପିଭି । ଚୀନର କିଛି ସ୍ଥାନରେ ଜରୁରୀକାଳିନ ପରିସ୍ଥିତି ଦେଖିବାକୁ ମିଳିଛି । ପିଲାଠୁ ବୁଢା…
ତାଜା ଖବର ବିଶ୍ୱ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ December 30, 2024 Papirani ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କର ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କାର୍ଟର ୨୦୧୬ରେ ଚତୁର୍ଥ ପର୍ଯ୍ୟାୟ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେବେ କର୍କଟ ରୋଗ ହୋଇଥିଲେ ମଧ୍ୟ…