ଖେଳ ତାଜା ଖବର ଦେଶ ବିଶ୍ୱ ତୀରନ୍ଦାଜିର ମିଶ୍ରିତ ଦଳ ଇଭେଣ୍ଟର ସେମି ଫାଇନାଲରେ ଭାରତ August 2, 2024 Papirani ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ତୀରନ୍ଦାଜର ମିଶ୍ରିତ ଦଳ ଇଭେଣ୍ଟରେ ସେମି ଫାଇନାଲରେ ଭାରତୀୟ ଯୋଡି ଅଙ୍କିତା ଭକତ-ଧୀରଜ ବୋମ୍ମାଦେୱରା । ଆଜି ଚାଲିଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ…
ଖେଳ ତାଜା ଖବର ଦେଶ ବିଶ୍ୱ ତୃତୀୟ ପଦକ ଲକ୍ଷ୍ୟରେ ଭାରତର ମନୁ ଭାକର August 2, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର କ୍ରମାଗତ ତୃତୀୟ ପଦକ ଲକ୍ଷ୍ୟରେ ଭାରତର ମନୁ ଭାକର । ଆଜି ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଆଜି ମହିଳା ପିସ୍ତଲ ଇଭେଣ୍ଟର କ୍ୱାଲିଫିକେଶନରେ…
ଖେଳ ତାଜା ଖବର ଦେଶ ବିଶ୍ୱ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ୫୦ ମିଟର ସୁଟିଂ ଇଭେଣ୍ଟରେ ଭାରତରକୁ ମିଳିଲା ବ୍ରୋଞ୍ଜ August 1, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ୫୦ ମିଟର ପୁରୁଷ ସୁଟିଂ ଇଭେଣ୍ଟରେ ଭାରତର ତାରକା ସୁଟର ସ୍ଵପ୍ନିଲ କୁସାଲେ ତୃତୀୟ ସ୍ଥାନ ହାସଲ କରି ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ତୃତୀୟ ପଦକ…
ଖେଳ ତାଜା ଖବର ଦେଶ ବିଶ୍ୱ ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଆୟର୍ଲାଣ୍ଡକୁ ହରାଇଲା ଭାରତ July 30, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପୁଲ୍ ‘ବି’ ହକି ମ୍ୟାଚ୍ରେ ଭାରତ ବିଜୟ ଲାଭ କରିଛି। ଭାରତୀୟ ହକି ଟିମ୍ ଆଜି ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କରିଛି । ଭାରତୀୟ ଦଳକୁ ଦ୍ବିତୀୟ ବିଜୟ ମିଳିଛି…
ଖେଳ ତାଜା ଖବର ଦେଶ ବିଶ୍ୱ ଭାରତ ପାଇଁ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କଲେ ମନୁ ଭାକର July 30, 2024 Papirani ଚଳିତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ଆଉ ଏକ ପଦକ ପାଇଲା ଭାରତ। ଭାରତର ମନୁ ଭାକର ଏବଂ ସରବଜୋତ୍ ସିଂ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ କୋରିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତ…
ଖେଳ ତାଜା ଖବର ବିଶ୍ୱ ଅଲିମ୍ପିକ୍ସ ସୁଟିଂରେ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ମନୁ ଭାକର July 28, 2024 Nirvay ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ମେଡାଲ ମିଳିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି । ଅଲିମ୍ପିକ୍ସ ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ…
ତାଜା ଖବର ଦେଶ ବିଶ୍ୱ ‘ମନ କି ବାତ୍’ରେ ସମ୍ବଲପୁରୀ ଶାଢ଼ୀର ପ୍ରଶଂସା July 28, 2024 Nirvay ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧୨ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ସମେତ ଭାରତର ବିଭିନ୍ନ ହସ୍ତତନ୍ତ ବ୍ୟବସାୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦେଶର ହସ୍ତତନ୍ତ ବ୍ୟବସାୟ ଦ୍ରୁତ ଗତିରେ ଆଗକୁ ବଢୁଛି। ଲୋକଙ୍କ ମଧ୍ୟରେ…
ଖେଳ ବିଶ୍ୱ ନ୍ୟୁଜିଲାଣ୍ଡକୁ ହରାଇ ପୁରୁଷ ହକିରୁ ଭାରତର ବିଜୟ ଅଭିଯାନ ଆରମ୍ଭ July 28, 2024 Nirvay ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିଛି । ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି ଭାରତୀୟ ଦଳ। ଖେଳ ଶେଷ ହେବାକୁ କିଛି ସମୟ ଥିଲାବେଳେ ଅନ୍ତିମ…
ତାଜା ଖବର ଦେଶ ବିଶ୍ୱ ରାଜନୀତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଉପରାଷ୍ଟ୍ରପତି କମଲା ହାରିସ୍ July 27, 2024 Papirani ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଭାରତୀୟ ବଂଶୋଦ୍ଭବ କମଲା ହାରିସ । ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି କମଲା ହାରିସ୍ । ଏନେଇ ନିଜେ ସୋସିଆଲ ମଡିଆରେ ସୂଚନା ଦେଇଛନ୍ତି ଉପରାଷ୍ଟ୍ରପତି କମଲା ହାରିସ୍ । ପ୍ରଥମ କୃଷ୍ଣକାୟ…
ଖେଳ ତାଜା ଖବର ଦେଶ ବିଶ୍ୱ ରାଜ୍ୟ ମହା ସମାରୋହରେ ଉଦଘାଟିତ ହୋଇଛି ପ୍ୟାରିସ ଅଲିମ୍ପିକ୍ସ-୨୦୨୪ July 27, 2024 Papirani ଗତକାଲି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ପ୍ୟାରିସ ଅଲିମ୍ପିକ୍ସ-୨୦୨୪ । ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଯୋଗୀଙ୍କ ପାଇଁ ଅପେକ୍ଷା କରିଛି ୩୨୯ ସ୍ବର୍ଣ୍ଣ ପଦକ । ଏଥର ଷ୍ଟାଡିୟମରେ…