Category: ବିଶ୍ୱ

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ଘୋଷଣା

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଭବିଷ୍ୟତରେ ଯଦି ପାକିସ୍ତାନ ପାଳୁଥିବା ଆତଙ୍କୀଙ୍କ ତରଫରୁ କୌଣସି ଆକ୍ରମଣ ହୁଏ ତା’ହେଲେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ…

ଅପରେସନ ସିନ୍ଦୂରରେ ୫ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ନିହତ

ମେ ୭ ତାରିଖ ରାତିରେ ଆରମ୍ଭ ହୋଇଥିବା ଅପରେସନ ‘ସିନ୍ଦୂର’ ର ପ୍ରଥମ ଦିବସ ଆକ୍ରମଣରେ ପାକିସ୍ତାନରେ ଆଡ୍ଡା ଜମାଇଥିବା ଅନେକ ଆତଙ୍କୀ ନିହତ ହୋଇଥିଲେ । ସେ ମଧ୍ୟରୁ ପାକିସ୍ତାନର ୫ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନିପାତ ହୋଇଛନ୍ତି ।…

ଟିଭିରେ ଯୁଦ୍ଧ ସାଇରନ ମନା; ସରକାର ଜାରି କଲେ ନିୟମାବଳୀ

ସିଭିଲ ଡିଫେନ୍ସ ବ୍ୟତୀତ ଅନ୍ୟ କାରଣରେ ଯୁଦ୍ଧ ସାଇରନ ବାଜିବା ମନା । ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଦିନ ସମସ୍ତ ଗଣମାଧ୍ୟମ ସଚେତନ କରିବା ଡ୍ରାଇଭ୍‌ ବ୍ୟତୀତ…

ସକାଳୁ ପାକିସ୍ତାନର ମିଶାଇଲ ଆକ୍ରମଣ; ୨ଟି ପାକିସ୍ତାନୀ ଜେଟ ଖସାଇଲା ଭାରତ

ପାକ୍‌ ପକ୍ଷରୁ ହେଉଥିବା ଆକ୍ରମଣକୁ ଉଚିତ୍‌ ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବଳ । ଶୁକ୍ରବାର ମଧ୍ୟରାତ୍ରିରେ ଭାରତର ପାକିସ୍ତାନ ଏୟାରବେସ୍ ଉପରେ ଆକ୍ରମଣ ପରେ ଆଜି ସକାଳୁ ସକାଳୁ ପାକିସ୍ତାନ ଭାରତ ଉପରେ ମିସାଇଲ୍ ମାଡ଼ କରିଥିଲା, ଯାହାକୁ ଭାରତୀୟ…

ମଧ୍ୟରାତ୍ରିରେ ପାକିସ୍ତାନର ୩ଟି ଏୟାରବେସ୍ ଧ୍ୱଂସ କଲା ଭାରତ

ଅପରେସନ୍‌ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ସୀମାରେ ଚାଲିଛି ଘମାଘଟ୍‌ ଲଢ଼େଇ । ପାକ୍‌ ସେନାକୁ କଡା ଜବାବ ଦେଉଛି ଭାରତୀୟ ସେନା । ମଧ୍ୟରାତ୍ରିରେ ପାକିସ୍ତାନରେ ବଡ଼ ଧରଣର ଆକ୍ରମଣ କରି ୩ଟି ଏୟାରବେସ୍ ଧ୍ୱଂସ କରିଛି ଭାରତ…

ଜମ୍ମୁ କାଶ୍ମୀରରେ ପୁଣି ଡ୍ରୋନ ଆକ୍ରମଣ କଲା ପାକିସ୍ତାନ, ଜବାବ ଦେଲା ଭାରତୀୟ ସେନା

ଗତକାଲି ଭଳି ଆଜି ବି ସିଭିଲ୍ ଏୟାରଲାଇନ୍‌କୁ ଢାଲ ଭାବେ ବ୍ୟବହାର କରୁଛି ପାକିସ୍ତାନ । ସିଭିଲ୍ ଏୟାରସ୍ପେଶ୍ ବନ୍ଦ ନ କରି ଡ୍ରୋନ୍‌ ଆଟାକ୍‌ କରୁଛି ପାକ୍‌ । ଜମ୍ମୁ କାଶ୍ମୀର, ପଠାନକୋଟ, ସାମ୍ବା ଏୟାରବେସ୍‌ ପାଖରେ ବାଜିଛି ସାଇରନ୍…

ରାଜସ୍ଥାନରେ ପାକିସ୍ତାନୀ ପାଇଲଟ୍ ଧରାପଡ଼ିଥିବା ସୂଚନା

ରାଜସ୍ଥାନର ଜୈସଲମେରରେ ପାକିସ୍ତାନୀ ପାଇଲଟଙ୍କୁ ଭାରତୀୟ ସେନା ଜୀବନ୍ତ ଧରିଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ପାକିସ୍ତାନର ଆକ୍ରମଣ ଉଦ୍ୟମ ବିଫଳ ହୋଇଛି । ଫୈଜଲାବାଦ ଏବଂ ସରଗୋଧାରେ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ ହୋଇଛି ତେବେ ଭାରତୀୟ ସେନାର…

ଜମ୍ମୁରେ ପାକିସ୍ତାନର ଆକ୍ରମଣ; ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ଡ୍ରୋନ୍ ଆକ୍ରମଣ

ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପାକିସ୍ତାନ ଜମ୍ମୁକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଛି । କେବଳ ଜମ୍ମୁ…

ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା

ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ । ଆକାଶପଥ ଓ ସ୍ଥଳପଥ ପରେ ଜଳପଥରେ ପାକିସ୍ତାନ ପାଇଁ ଭାରତ ଲଗାଇଲା କଟକଣା । ଭାରତୀୟ ବନ୍ଦରକୁ ପାକିସ୍ତାନୀ ଜାହାଜ ଆସିବା…

ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣର ଦାବି କଲା ପାକିସ୍ତାନ

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆଜି ପାକିସ୍ତାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଦାବି କରିଛି । ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ନାମ ‘ଅବଦାଲି ୱିପନ ସିଷ୍ଟମ’ ।…