ତାଜା ଖବର ବିଶ୍ୱ କ୍ୱେଟା ରେଳ ଷ୍ଟେସନରେ ବିସ୍ଫୋରଣ: ୨୪ ମୃତ, ୪୦ରୁ ଅଧିକ ଆହତ November 9, 2024 Papirani ଆଜି ପାକିସ୍ତାନର ବଲୁଚିସ୍ତାନରେଥିବା କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଘଟିବା ମାତ୍ରେ ରେଳ ଷ୍ଟେସନରେ ଧାଁ ଧୌଡ ଆରମ୍ଭ…
ଦେଶ ବିଶ୍ୱ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି November 6, 2024 Nirvay ବୁଧବାର ଦିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ୬କୋଟିରୁ ଅଧିକ ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି | ଏକ୍ସ ରେ ଏକ…
ତାଜା ଖବର ବିଶ୍ୱ ରାଜନୀତି ଆମେରିକା ନିର୍ବାଚନରେ ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ; ହେବେ ୪୭ତମ ରାଷ୍ଟ୍ରପତି November 6, 2024 Papirani ଆମେରିକାର ୪୭ତମ ରାଷ୍ଟ୍ରପତି ଗାଦି ହାତେଇଲେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଆମେରିକା ନିର୍ବାଚନ ଜିତିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସୂଚନା ମୁତାବକ…
ବିଶ୍ୱ ରାଜନୀତି ଆଜି ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ November 5, 2024 Papirani ଆମେରିକାରେ ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହେଉଛି। ଯଦିଓ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୋଟ ୮ ଜଣ ପ୍ରାର୍ଥୀ ଅଛନ୍ତି, ତଥାପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଳା…
ତାଜା ଖବର ବିଶ୍ୱ ରାଜ୍ୟ ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଟ୍ରାମି’, ୧୩୬ରୁ ଉର୍ଦ୍ଧ୍ୱ ମୃତ, ପ୍ରାୟ ୪୦ ଜଣଙ୍କ ମିଳୁନି ପତ୍ତା October 28, 2024 Papirani ଫିଲିପାଇନ୍ସରେ ପ୍ରକୃତି ତାର କରାଳ ରୂପ ଦେଖାଇଛି । ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଟ୍ରାମି’ । ଏହାର ପ୍ରଭାବରେ ବର୍ଷା, ପବନ ସହ ଭୂସ୍ଖଳନ ମଧ୍ୟ ହୋଇଛି । ଏହି ଘୂର୍ଣ୍ଣଝଡ଼ ପ୍ରଭାବରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି…
ତାଜା ଖବର ବିଶ୍ୱ ୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ ପୁରସ୍କାର October 14, 2024 Papirani ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ଅର୍ଥଶାସ୍ତ୍ରୀ ଡାରନ ଏସମୋଗ୍ ଲୁ , ସାଇମ ଜନସନ ଓ ଜେମ୍ସ ଏ.ରବିନସନ୍ ଙ୍କୁ ମିଳିବ ନୋବେଲ ପୁରସ୍କାର । ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ନବୋଲେ ଅର୍ଥନୀତି ପୁରସ୍କାର ଘୋଷଣା…
ତାଜା ଖବର ବିଶ୍ୱ ପୁଣି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ; ଧରାପଡିଲେ ଆକ୍ରମଣକାରୀ October 14, 2024 Papirani ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ। ଟ୍ରମ୍ପଙ୍କ କାର୍ଲିଫଣ୍ଣିଆ ସ୍ଥିତ ରାଲିର କିଛି ଦୂରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଥିବା…
ତାଜା ଖବର ବିଶ୍ୱ ଜାପାନୀ ସଂସ୍ଥା ‘ନିହନ ହିଡାନ୍କ୍ୟୋ’କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର October 11, 2024 Papirani ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନୀ ସଂସ୍ଥା ‘ନିହନ ହିଡାନ୍କ୍ୟୋ’କୁ ମିଳିବ ଚଳିତବର୍ଷ ନୋବେଲ ଶାନ୍ତି ପୁରସ୍କାର । ବିଶ୍ୱକୁ ଆଣବିକ ଅସ୍ତ୍ରରୁ ମୁକ୍ତ କରିବା ଦିଗରେ କାର୍ଯ୍ୟ ପାଇଁ ୧୯୫୬ ମସିହାରେ ଆରମ୍ଭ ହୋଇଥିବା ଜାପାନର ନିହନ…
ତାଜା ଖବର ବିଶ୍ୱ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୨ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର October 8, 2024 Papirani ଚଳିତ ବର୍ଷର ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜନ୍. ହୋପଫିଲ୍ଡ ଓ ଜେଫ୍ରି ହିଣ୍ଟନଙ୍କୁ ମିଳିବ ଚଳିତ ବର୍ଷର ନୋବେଲ୍ । ରୟାଲ୍ ସ୍ୱିଡେସି ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଜନ୍ ଜେ ହପଫିଲ୍ଡ ଏବଂ…
ତାଜା ଖବର ବିଶ୍ୱ ରାଜନୀତି କାଶ୍ମୀରରେ ଏନସି ଲହର; ଓମାର ଅବଦୁଲ୍ଲା ହେବେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ October 8, 2024 Papirani ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ବିଧାନସଭା ନିର୍ବାଚନରେ ଏନ୍ସି ମେଣ୍ଟର ବିଜୟ ପରେ ହେଲା ଘୋଷଣା । ଶ୍ରୀନଗରରେ ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କଲେ ଏନ୍ସି ମୁଖ୍ୟ ଫାରୁକ ଅବଦୁଲ୍ଲା । ସୂଚନା…