Category: ରାଜ୍ୟ

19th CM Grievance Hearing: ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିର ୧୮ ପାଳି ସୁଦ୍ଧା ସମାଧାନ ହୋଇଛି ୯୬ ପ୍ରତିଶତ ଅଭିଯୋଗ

ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ୬ ଜଣ ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଅଭିଯୋଗ ଶୁଣାଣି ଶେଷ ହୋଇଛି । ୧୮ ପାଳି ସୁଦ୍ଧା ୯୬ ପ୍ରତିଶତ ସମାଧାନ ହୋଇଥିବା ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Parliament Monsoon Session: ରାଉରକେଲା ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି ୫୮କୋଟି ୯୬ଲକ୍ଷ ଟଙ୍କା: କେନ୍ଦ୍ରମନ୍ତ୍ରୀ

ରାଉରକେଲା ବିମାନବନ୍ଦରର ବିକାଶ ପାଇଁ କେନ୍ଦ୍ର ସରକାର ୫୮କାଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଷ୍ଟିଲ ଅଥରିଟୀ ଅଫ୍ ଇଣ୍ଡିଆ ଲିମିଟେଡ (ସେଲ୍) ମାଲିକାନାରେ ଥିବା ରାଉରକେଲା ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନାରେ ସାମିଲ କରାଯାଇ ଏଥିପାଇଁ…

Election Irregularity Case: ନିର୍ବାଚନ ଅନିୟମିତତା ମାମଲା: ଅରୁଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ବଢ଼ିଲା ଅଡୁଆ । ଅରୁଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ହାଇକୋର୍ଟରେ ଚାଲିଥିବା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ହେବ । ବିନା ଶୁଣାଣିରେ ନିର୍ବାଚନ ଅନିୟମିତତା ମାମଲା ଖାରଜ ଆବେଦନକୁ ଖାରଜ…

ACF Soumya Ranjan Death Case: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା

ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ଏସିଏଫ୍ )ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ଜିଲ୍ଲା ଓ ଦୌରାଜଜ୍ ଅଦାଲତଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦୀର୍ଘ ୫ ବର୍ଷ ପରେ ଡିଏଫ୍ଓ ଆତ୍ମସମର୍ପଣ…

Odisha Textbook Error: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସାରା ଓଡ଼ିଶାରେ ପିଲାମାନଙ୍କ ଦ୍ୱାରା ବ୍ୟବହୃତ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଦର୍ଶାଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ…

Indian Idol 16: ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ସହ ଓଡ଼ିଶା ଫେରିଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ସିଜନ-୧୬ରେ ବିଜୟ ହାସଲ କରିବା ପରେ ଟ୍ରଫି ସହ ଓଡ଼ିଶା ଫେରିଛନ୍ତି ଜ୍ୟୋତିର୍ମୟୀ ନାୟକ। ଦୀର୍ଘ ଯାତ୍ରା, କଠିନ ପ୍ରତିଯୋଗିତା ଓ ନିଜର ମଧୁର କଣ୍ଠ ସ୍ୱର ବଳରେ ଜ୍ୟୋତିର୍ମୟୀ ଇଣ୍ଡିଆନ୍ ଆଇଡଲ୍-୧୬ର ବିଜେତା ମୁକୁଟ ହାସଲ କରିଛନ୍ତି।…

Bay of Bengal Deep Depression: ସୃଷ୍ଟି ହେଲା ଗଭୀର ଅବପାତ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେଲା । ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ…

Howrah-Puri Express: ହାୱଡା-ପୁରୀ ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ

ବାଲେଶ୍ୱର ଜିଲ୍ଲାର ମାର୍କୋଣା ରେଳ ଷ୍ଟେସନ ନିକଟରେ ପୁରୀ-ହାୱଡା ଧଉଳି ଏକ୍ସପ୍ରେସ ଟ୍ରେନରେ ନିଆଁ। ଟ୍ରେନର ଏସ୍ଏଲ୍ଆରଡି କୋଚରେ ନିଆଁ ଲାଗିଥିବା ଜଣାପଡ଼ିଛି । ଟ୍ରେନରେ ଥିବା ଯାତ୍ରୀମାନେ ସୁରକ୍ଷା ପାଇଁ ଶୀଘ୍ର ଟ୍ରେନ୍ ରୁ ବାହାରକୁ ବାହାରି ଆସିଥିଲେ। ତେବେ…