Category: ରାଜ୍ୟ

୭ ଦିନ ଭିତରେ ଲୋକଙ୍କୁ ମିଳିବ ବାତ୍ୟା କ୍ଷତିପୂରଣ ଟଙ୍କା: ରାଜସ୍ବ ମନ୍ତ୍ରୀ

୭ ଦିନ ଭିତରେ ଲୋକଙ୍କୁ ମିଳିବା ବାତ୍ୟା କ୍ଷୟକ୍ଷତି ଟଙ୍କା । ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି । ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ଟଙ୍କା । ଏହାପରେ ୭…

ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାରେ ପୁଣି ବର୍ଷିଲା ବିଜେଡି

କନ୍ଧମାଳରେ ଘଟିଥିବା ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କଲା ବିଜେଡି । ଏକ ପ୍ରେସମିଟରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଖାଦ୍ୟ ଚାଉଳ ନ…

ପଦ୍ମ ଧରିଲେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ । ନିକଟରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ; ଜୁନିୟର ଛାତ୍ରକୁ ରଡରେ ପିଟିଲେ ସିନିଅର

କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ। ହଷ୍ଟେଲରେ ପଶି ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିଲେ ୫ ସିନିଅର । ଲୁହା ରଡରେ ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ମେଡିକାଲରେ ଛାତ୍ରକୁ ଭର୍ତ୍ତି କରାଯାଇଛି । ଏ ନେଇ ନେଇ…

ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର

ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଇଡକୋ ଜୁନିଅର ମ୍ୟାନେଜର(ସିଭିଲ୍) ବିଜୟ କୁମାର ଉଦୟସିଂହଙ୍କ ଘରେ ଚଢ଼ଉ କରାଯାଇଛି । ଖୋର୍ଦ୍ଧା, ଭୁବନେଶ୍ବର ଓ…

ମା’ ତାରାତାରିଣୀ ମନ୍ଦିରରୁ ଚୋରି; ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଟଙ୍କା ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଛି । ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନ ହୁଣ୍ଡି ଭାଙ୍ଗି ଦାନା କରାଯାଇଥିବା ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ମନ୍ଦିର…

ନୂତନ ଏନ୍. ଏ. ସି. ଗଠନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ସୂଚନା ମାଗିଲା ଆବାସ ଓ ସହରାଞ୍ଚଳ ବିକାଶ ବିଭାଗ

ଦେଓଗଡ଼, ଗଜପତି, ଝାରସୁଗୁଡା, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି ଏବଂ ନବରଙ୍ଗପୁର ବ୍ଯତୀତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନୂତନ ଏନ୍ଏସି ନିର୍ମାଣ ପାଇଁ ଆବଶ୍ଯକ ସୂଚନା ଦେବାକୁ ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗ ନିର୍ଦ୍ଦେଶ ଦେଇଛି। ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରେ ଅତିରିକ୍ତ…

ହିତାଧିକାରୀଙ୍କୁ ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।…

ଓଡ଼ିଶା ରେ ହାତୀଙ୍କ ରହିବା ପାଇଁ ଜାଗା ଅଭାବ

ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ଗଜ ସାଥୀ ଏବଂ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଦଳ ସମେତ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏଥିରେ ବ୍ରେକ୍ ନ ଲାଗି ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗୁଛି ।…

ଓଡିଶା ରେ ଅନୁଷ୍ଠିତ ହେବାକୁ ଯାଉଛି ‘ଶ୍ରୀ ଅନ୍ନ ସମ୍ମିଳନୀ’ ; କେ ଭି ସିଂ ଦେଓ

ଖାଦ୍ଯ ସୁରକ୍ଷା ବୃଦ୍ଧି ଏବଂ ସ୍ଥାୟୀ କୃଷି ପଦ୍ଧତିର ସୁରକ୍ଷା ପାଇଁ ଓଡ଼ିଶା ସରକାର ‘ଶ୍ରୀ ଅନ୍ନ ସମ୍ମିଳନୀ ‘ ଆଯ଼ୋଜନ କରିବାକୁ ଯାଉଛନ୍ତି | ଉପମୁଖ୍ୟମନ୍ତ୍ରୀ କେ. ଭି. ସିଂ ଦେଓ ସୂଚନା ଦେଇଛନ୍ତି ଯେ ଦୁଇ ଦିନିଆ ଆନ୍ତର୍ଜାତୀୟ…