ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି June 19, 2024 Papirani ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀ ସତୀଶ ଚନ୍ଦ୍ର ସାମଲ ଓ ବିନୋଦ ବିହାରୀ ସିଂହଙ୍କୁ ନିଯୁକ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ଯୋଜନା ଓ ସଂଯୋଜନା ବିଭଗର…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିରରେ ବିବାଦ ପାଇଁ ମହାପ୍ରଭୁଙ୍କ ନୀତି ବିଳମ୍ବ June 19, 2024 Papirani ଆଜି ସେବକଙ୍କ ମଧ୍ୟରେ ବିବାଦ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଳମ୍ବରେ ଚାଲିଛି ନୀତି। ଗତକାଲି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ବେଳେ ସେବାୟତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା…
ତାଜା ଖବର ରାଜନୀତି ରାଜ୍ୟ ଡ୍ରେନରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣା: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ June 19, 2024 Papirani ଭୁବନେଶ୍ବରରେ ୟୁନିଟ-୩ ମସଜିଦ କଲୋନି ନିକଟରେ ମଙ୍ଗଳବାର ଅପରାହ୍ଣରେ ନାଳରେ ଭାସିଯାଇ ୮ ବର୍ଷ ବୟସର ନାବାଳକ ଆବୁ ବକର ସାହର ମୃତ୍ୟୁ ଘଟଣାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ବ୍ୟାରିକେଡ କାହିଁକି ହୋଇନି ବୋଲି…
ତାଜା ଖବର ରାଜ୍ୟ ସୁଟିଂ ସାରି ଫେରୁଥିବାବେଳେ ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା: ଜଣେ ମୃତ,୪ ଗୁରୁତର June 19, 2024 Papirani କଟକ ଜିଲ୍ଲା ତ୍ରିଶୁଳିଆ କାଜିପାଟଣା ନିକଟରେ କୁଆଖିଆ ନଦୀ ପୋଲ ଉପରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍କୁ ପିଟିଦେଇଛି କାର୍। କାର୍ଟିକୁ ଧକ୍କା ଦେଲପରେ ବ୍ରିଜରୁ ତଳକୁ ଭାରାସାମ୍ୟ ହରାଇ ଖସି ପଡ଼ିଛି ଟ୍ରକ୍।…
ରାଜ୍ୟ ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ନାବାଳକ ମୃତ June 18, 2024 Nirvay ଦେବୀନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ସମସ୍ତେ ଗୋଟିଏ ପରିବାରର। ମୃତକମାନେ ହେଲେ ଅସ୍ତରଙ୍ଗ ନିକଟ ବାଲିଡିଆ ଗ୍ରାମର ଓମ୍ ବେହେରା, ରୋହନ ବେହେରା, କାହ୍ନା ବେହେରା। ଘରକୁ ଆସିବାକୁ ବିଳମ୍ବ ହେବାରୁ ପରିବାର ଲୋକ…
ତାଜା ଖବର ଦେଶ ରାଜ୍ୟ ପିଏମ୍ କିଶାନ ନିଧି ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା June 18, 2024 Papirani ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ ସମ୍ବନ୍ଧୀୟ ଫାଇଲରେ ଦସ୍ତଖତ କରିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭…
ତାଜା ଖବର ରାଜନୀତି ରାଜ୍ୟ ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣାରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ June 18, 2024 Papirani ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ…
ରାଜ୍ୟ ବରଗଡ଼ରେ ପିଏମ କିଷାନ ଉତ୍ସବ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ June 18, 2024 Nirvay ଆଜି ଚାଷୀମାନଙ୍କୁ ମିଳିଛି ପିଏମ କିଷାନ ସମ୍ମାନ ନିଧି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରଣାସୀରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତ କରିଛନ୍ତି। ବରଗଡ଼ର ଜର୍ଜ…
ରାଜ୍ୟ ବିବାହ ବନ୍ଧନରେ ବାନ୍ଧି ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ June 18, 2024 Nirvay ବିବାହ ବନ୍ଧନରେ ବାନ୍ଧି ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ।ନେଦରଲାଣ୍ଡସରେ ବିବାହ କଲେ ଅରୁଣ ପଟ୍ଟନାୟକ। ଇନଷ୍ଟାଗ୍ରାମରେ ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବାହାଘର ବେଳର ବିଭିନ୍ନ ଫଟୋ ଓ ଭିଡିଓ ମଧ୍ଯ ସେ ସେୟାର…
ତାଜା ଖବର ରାଜ୍ୟ ମୁକୁଳା ଡ୍ରେନରେ ଭାସି ଯାଇ ନାବାଳକଙ୍କ ମୃତ୍ୟୁ June 18, 2024 Papirani ବର୍ଷା ଯୋଗୁଁ ଆଜି ଭୁବନେଶ୍ବରରେ ଘଟିଛି ଅଘଟଣ। ଡ୍ରେନ୍ରେ ଭାସି ଯାଇଥିବା ନାବାଳକଙ୍କ ମୃତ୍ୟୁ ହୋଇଛି। ୟୁନିଟ ୩ ମସଜିଦ କଲୋନୀ ପାଖରେ ଥିବା ମୁକୁଳା ଡ୍ରେନ୍ରେ ଭାସିଯାଇଥିବା ୮ ବର୍ଷର ନାବାଳକର ମୃତ୍ୟୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର…