Category: ରାଜ୍ୟ

ଜନ୍ମଦିନରେ ନବୀନଙ୍କୁ ଲତିକା ପ୍ରଧାନଙ୍କ ଉପହାର !

ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ରାଜନୀତି ଓ ଅନ୍ୟ କ୍ଷେତ୍ର ସହ ଜଡ଼ିତ ଅନେକ…

ଭାଜପାର ନିକଟତର ହେଉଛନ୍ତି ବିଜେଡି ନେତା

୨୦୧୯ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ୬ଜଣ ଭାଜପା ବିଧାୟକ ଏବଂ ୩ଜଣ ବିଜେଡ଼ି ବିଧାୟକ ରହିଥିଲେ । ମୟୂରଭଞ୍ଜ ଲୋକସଭା ସାଂସଦ ମଧ୍ଯ ଭାଜପାର ରହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ.…

ଭୁବନେଶ୍ୱରରୁ ନକଲି କଲ ସେଣ୍ଟର ଠାବ; ୬ ଜଣଙ୍କୁ ଅଟକ ରଖିଛି ପୁଲିସ୍

ରାଜଧାନୀରେ ଠାବ ହେଲା ନକଲି କଲ୍ ସେଣ୍ଟର। ଭୁବନେଶ୍ଵରର ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚାଲିଥିଲା ନକଲି କଲ ସେଣ୍ଟର। ବୁଧବାର ଏହି ବେଆଇନ କଲ ସେଣ୍ଟର ପର୍ଦ୍ଦାଫାସ କରିବା ସହ ୬ ଜଣଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ ।…

ବିଏମ୍‌ସିର ଦୁଇ କର୍ପୋରେଟର ବାୟାଁ-ଲିଟୁଙ୍କ ଦାବି: ବିଜଦକୁ ଭାଙ୍ଗୁଥୁବା ଦୁଇ ନେତାଙ୍କୁ ଦିଆଯାଉ ନୋଟିସ 

ବିଜୁ ଜନତା ଦଳକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବୁଥିବା ଦୁଇଜଣ ନେତାଙ୍କ ପାଇଁ ଏବେ ଦଳ ଖଣ୍ଡଖଣ୍ଡ ହେବାକୁ ଯାଉଛି । ଗତ ୫ ବର୍ଷ ଧରି ଭୁବନେଶ୍ବର ବିଜଦରେ ଲାଗି ରହିଥ‌ିବା ବିଶୃଙ୍ଖଳା ପାଇଁ ଅଶୋକ ପଣ୍ଡା ଓ ଅନନ୍ତ…

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗଦାନ

ଆସନ୍ତା ୨୩ ତାରିଖରୁ ୨୫ ତାରିଖ ୩ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ଓଡିଶା ଗସ୍ତରେ ଆସି ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେବେ ବୋଲି ଜଣାପଡ଼ିଛି । ଏହା…

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିଆଗଲା ନିଷ୍ପତ୍ତି । ଏଥିନିମନ୍ତେ ସଂପୃକ୍ତ ନିଯୋଗ ଗୁଡ଼ିକ ସହ ମଧ୍ୟ ଆଲୋଚନା ବେଳେ ସହମତି ପ୍ରକାଶ ପାଇବା…

ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର

ଦଶହରାରେ କିଏ ଖୁସି ମନାଉଛି ଡ ଆଉ କାହା ପାଇଁ ଆଣିଛି ଦୁଃଖର ପାହାଡ । ୮ ମହଲା ଆପାର୍ଟମେଣ୍ଟରୁ ଡେଇଁ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହେବା ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା…

ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା ବୈଠକ: ୧ କୋଟି ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ଓ…

ଦିଲ୍ଲୀ ନିର୍ବାଚନର ଇନ୍‌ଚାର୍ଜ ହେଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେପି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇନ୍‌ଚାର୍ଜ ଭାବେ ବୈଜୟନ୍ତ ପଣ୍ଡା ଓ ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନ୍‌ଚାର୍ଜ ଭାବେ ଦାୟିତ୍ବ ଦେଲା ବିଜେପି । ଉଭୟଙ୍କୁ ନିଯୁକ୍ତି…

କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଗଠନ ହେଲା ଟାସ୍କଫୋର୍ସ

ଖଣିଜ ସମ୍ପଦରେ ଭରା କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ । କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି । ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଶିଳ୍ପ…