ତାଜା ଖବର ରାଜ୍ୟ ଓଡ଼ିଶା ଆସିବେ ୫ ମହାବଳ ବାଘ August 14, 2024 Papirani ଓଡ଼ିଶାରେ ଚାଲିଛି ବାଘବଂଶ ବୃଦ୍ଧି ଯୋଜନା। ସେଥିପାଇଁ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାକୁ ଆସିବେ ୫ ମହାବଳ ବାଘ। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଓଡ଼ିଶାକୁ ଆସୁଥିବା ୫ ମହାବଳ ବାଘକୁ ବରଗଡ଼ ଦେବ୍ରିଗଡ଼ରେ ୩…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି: ବିଜେପି August 14, 2024 Papirani ଦୀର୍ଘ ୨୫ବର୍ଷ ଶାସନ କ୍ଷମତାରେ ରହି ନବୀନ ବାବୁ ଓଡ଼ିଆ ଓ ଓଡିଶାବାସୀଙ୍କ ସହ ଖେଳ ଖେଳିଆସିଲେ । ଓଡିଆ ଅସ୍ମିତାର ଧଜିଆ ଉଡାଇଲେ । ଆଜି ବିଜେଡି ଓଡିଆ ଅସ୍ମିତାର ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ ।…
ତାଜା ଖବର ରାଜ୍ୟ ନନ୍ଦନକାନନରେ ଆଖି ବୁଜିଲା ସିଂହ ‘କ୍ରିସ୍’ August 14, 2024 Papirani ଭୁବନେଶ୍ଵର ସ୍ଥିତ ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ୍। ସିଂହ କ୍ରିଶ ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିବା ବେଳେ ଆଜି ସକାଳ ୯ଟାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନଯୋଗ୍ୟ; ୨୦୦୪ରେ ନନ୍ଦନକାନନରେ ଜନ୍ମ…
ତାଜା ଖବର ରାଜନୀତି ରାଜ୍ୟ ରାଜଧାନୀରେ ଆୟୋଜିତ ବିଶାଳ ତ୍ରିରଙ୍ଗା ରାଲିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ August 14, 2024 Papirani ଆଜି ଭୁବନେଶ୍ୱର ସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ବର ମନ୍ଦିର ଯାଏଁ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଛି । ଏହି ତ୍ରିରଙ୍ଗା ରାଲିରେ ସାମିଲ୍ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ…
ତାଜା ଖବର ରାଜ୍ୟ ଶୋଇଥିବା ବେଳେ ଘର ଭାଙ୍ଗିଲା ହାତୀ; ମାଆ ପୁଅ ମୃତ August 14, 2024 Papirani ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ ହାତୀ ଉପଦ୍ରବ । ୪ ଛୁଆଙ୍କ ସହ ମାଆ ଶୋଇଥିଲା ବେଳେ ଘର ଭାଙ୍ଗିଲା ହାତୀ। କାନ୍ଥ ତଳେ ଚାପି ହୋଇ ଗର୍ଭବତୀ ମାଆ ସହିତ ଆଠ ବର୍ଷ ପୁଅର ମୃତ୍ୟୁ ହୋଇଛି।…
ତାଜା ଖବର ରାଜ୍ୟ ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ; ୭ ପୋଲିସ ନିଲମ୍ବିତ, ୨ ହୋମଗାର୍ଡ ବିଦା August 14, 2024 Nirvay ଗଂଜେଇ ମାଫିଆଙ୍କ ସହ ଲିଙ୍କ୍ ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାଲି ମାଛକୁଣ୍ଡ ଓ ଲମତାପୁଟ ଥାନାରେ ରେଡ୍ କରିଥିଲା ପୋଲିସ। ଏହି ଘଟଣାରେ ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ୩ ଜଣ ଏସ୍ଆଇ,…
ତାଜା ଖବର ଦେଶ ରାଜ୍ୟ କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଧାରଣା August 14, 2024 Nirvay କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ପାଇଁ କୋଲକାତାରେ ପହଞ୍ଚିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ଟିମ୍। କୋଲକାତା ହାଇକୋର୍ଟ ମଙ୍ଗଳବାର କୋଲକାତା ପୋଲିସରୁ କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ଦାୟିତ୍ୱ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ…
ତାଜା ଖବର ଦେଶ ରାଜ୍ୟ ପଶ୍ଚିମବଙ୍ଗରୁ ସୁରକ୍ଷିତ ଭାବେ ମୁକୁଳିଲେ ୩୦୦ ଓଡ଼ିଆ August 14, 2024 Nirvay ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାରେ ଆତଙ୍କବାଦୀ ହମଲା ପରେ ପଶ୍ଚିମବଙ୍ଗରୁ ସୁରକ୍ଷିତ ମୁକୁଳିଲେ ଅଟକ ଥିବା ଓଡ଼ିଆ। ୩୦୦ ଲୋକଙ୍କୁ ଅଟକ ରଖିଥିଲେ ପଶ୍ଚିମବଙ୍ଗ ଲୋକ। ଏନେଇ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଏହି ଘଟଣା ଜଣାପଡିବା ପରେ ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…
ତାଜା ଖବର ରାଜ୍ୟ ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ପଦକ August 14, 2024 Nirvay ସ୍ୱାଧୀନତା ଦିବସରେ ପୋଲିସ ପଦକ ଦିଆଯିବ। ଏହା ପୂର୍ବରୁ ପଦକ ତାଲିକା ଘୋଷଣା କରାଯାଇଛି। ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ପଦକ ମିଳିବ। ବିଶିଷ୍ଟ ସେବା ପାଇଁ ଓଡିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ଉତ୍ସର୍ଗୀକୃତ ସେବା ପାଇଁ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ନୀଳଗିରି ଡେପୁଟି କଲେକ୍ଟର August 14, 2024 Nirvay ଭିଜିଲାନ୍ସ ଜାଲରେ ଆଉ ଆଉ ଜଣେ ସରକାରୀ ବାବୁ। ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡିଛି। ପରିକ୍ଷିତଙ୍କ ବାଲିଗୋହିରିସ୍ଥିତି ଭଡା ଘରେ…