Category: ରାଜ୍ୟ

ରାକ୍ଷୀ ସ୍ନେହ ଶରଧାର ସାକ୍ଷୀ

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ସମସ୍ତ ପର୍ବପର୍ବାଣୀ ଧୁମଧାମରେ ପାଳନ ହୋଇଥାଏ। ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସବୁ ପର୍ବ ଅତି ଉତ୍କଣ୍ଠାର ସହ ପାଳନ କରିଥାନ୍ତି। ଏଠି ୨ ମାସରେ ୧୩ ପର୍ବ। ସବୁ ପର୍ବର ମାହାତ୍ମ୍ୟ ମଧ୍ୟ…

ବଜ୍ରପାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ୫ଟି ଜିଲ୍ଲାରେ ଆଜି ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି…

ବଜ୍ରପାତରେ ୬ ଚାଷୀ ମୃତ

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, ବାଲେଶ୍ବର, ଯାଜପୁର, ସୁବର୍ଣ୍ଣପୁର, ଭଦ୍ରକରେ ୬ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବାସୁଦେବପୁର…

ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା: ଚେତିବେ କି ସରକାର?

ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା ଦେଖାଦେଇଛି। ସଂକ୍ରମଣ ସଂଖ୍ୟା ବଢିଚାଲିଛି। ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। କେବେ ସରକାରଙ୍କ ଚେତା ପଶିବ। କେବେ ସରକାର ଡେଙ୍ଗୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ। ଆଉ କେତେ ଲୋକ ସଂକ୍ରମିତ ହେଲେ,…

ବଡ଼ ଖବର! ଉତ୍ତର ପ୍ରଦେଶରୁ ଟ୍ରେନରେ ଆସିବ ଆଳୁ

ଆଳୁ ପାଇଁ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ିବନି। ୟୁପିରୁ ଟ୍ରେନ୍‌ ଯୋଗେ ଆଳୁ ଆସିବ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଳୁ ସଙ୍କଟ ଦୂର ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।…

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ବୟାନ

୨୦୧୩ରୁ ୨୦୨୪ ଭିତରେ ଭି କେ ପାଣ୍ଡିଆନ ହେଲିକପ୍ଟରରେ ବୁଲିବାରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ହେଲିପ୍ୟାଡ୍ ମଧ୍ୟ ତିଆରି ହେଉଥିଲା। ସର୍ବସମ୍ମୁଖରେ ରାଜକୋଷରୁ ଭୂଲୁଣ୍ଠନ କରୁଥିଲେ। ତେବେ ବିଜେପି…

ସିମ୍ ବକ୍ସ ଲିଙ୍କ୍: ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ ପୋଲିସ

ରାଜଧାନୀ ଭୁବନେଶ୍ୱରରେ ସିମ ବକ୍ସ ମାଧ୍ୟମରେ ଜଣେ ବ୍ୟକ୍ତି ବେଆଇନ କାର୍ଯ୍ୟ କରୁଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଅଞ୍ଚଳର। ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ପୋଲିସ ନଜର ରଖି ତାଙ୍କୁ ଗିରଫ…

କଂଗ୍ରେସ ବାବଦରେ ବିଧାୟକ ତାରା ବାହିନୀପତିଙ୍କ ବିସ୍ଫୋରକ ବୟାନ

ଚଳିତ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ କଂଗ୍ରେସ ନିଜର ସ୍ଥିତି ସାମାନ୍ୟ ମଜଭୁତ କରିଥିବା ବେଳେ ଓଡ଼ିଶାରେ କଂଗ୍ରେସ ଏକ ପ୍ରକାର ସତ୍ତା ହରାଇଛି। ଏସବୁ ମଧ୍ୟରେ ଏବେ ଦଳୀୟ କନ୍ଦଳ ଦେଖାଦେଇଛି। ଦଳୀୟ କର୍ମୀ ନିଜ ନିଜ ଭିତରେ ବିବାଦ…

ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ; ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ ଯୋଗୁଁ ବନ୍ଦ ରହିଛି ବାବା ଲିଙ୍ଗରାଜଙ୍କ ନୀତିକାନ୍ତି। କାଲି ପଇତା ଲାଗି ନୀତି ବନ୍ଦ ପରଠୁ ସବୁ ନୀତିକାନ୍ତି ବନ୍ଦ ରହିଛି। କାଲି ସନ୍ଧ୍ୟା ପରଠୁ ନୀତିକାନ୍ତି ହୋଇନି, ସାଧାରଣ ଦର୍ଶନ ଚାଲିଛି ।…

ସରକାରୀ ଟିକସ ହେରଫେର; ଆସିଷ୍ଟାଣ୍ଟ କମିଶନରଙ୍କୁ ଗିରଫ କଲା ଭିଜିଲାନ୍ସ

ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ବିଭାଗ ରେଡ କରିବା ପରେ ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ ଗିରଫ ହୋଇଛନ୍ତି। ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ତେବେ…