Category: ରାଜ୍ୟ

ପରୀକ୍ଷାରେ ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ୍‌; ଧରାପଡ଼ିଲେ କୋଟିଏ

ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ | ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ଶୁକ୍ରବାର ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍‌ରେ ରହିଛି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା । ଅଧିନିୟମ ଅଧିନରେ ସମସ୍ତ ଅପରାଧ ଜାମିନ ବିହୀନ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଆଶିଷ ସିଂହ; ITBP IG ହେବେ

ବିବାଦୀୟ ପୋଲିସ ଅଧିକାରୀ ଆଶିଷ ସିଂହଙ୍କ ପାଇଁ ବଡ଼ ଆଶ୍ବସ୍ତି । କେନ୍ଦ୍ରୀୟ ଡେପୁଟେସନରେ ଯାଇ ଇଣ୍ଡୋ ତିବୋତାନ ବୋର୍ଡର ପୋଲିସ (ITBP)ର IG ହେବେ ଆଶିଷ ସିଂହ। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେପୁଟେସନ୍‌ରେ ଯାଇ ଏହି…

ଦେଶରେ ଖୋଲିବ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ; ଓଡ଼ିଶା ପାଇଲା ୮ଟି

କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେଶରେ ଖୋଲିବାକୁ ଯାଉଛି ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ)…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ଲାଗିବ ରୋକ୍

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍। ମନୋରଞ୍ଜନ ନାଁରେ ଚାଲିଥିବା ଅପସଂସ୍କୃତିକୁ ଆଉ ପ୍ରଶ୍ରୟ ଦିଆଯିବନି । ବନ୍ଦ ହେବ ଅଶ୍ଳୀଳ ନୃତ୍ୟ । ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ ଯୋଗୁଁ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି ।…

ବିକ୍ରି ହୋଇଥିଲା ଏଏସଓ ଚାକିରି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ଆଜି ଗୃହରେ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ପରେ ଏହାକୁ କେନ୍ଦ୍ର କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର…

ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ହେଲେ ପ୍ରଫୁଲ୍ଲ ସାମଲ

ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ମିଳିଲା ନୂଆ ଦାୟିତ୍ବ। ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଭାବେ ହେଲେ ନିଯୁକ୍ତ ପ୍ରଫୁଲ୍ଲ ସାମଲ । ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ୨୦୧୭ ଏପ୍ରିଲ ମାସରେ ବିଜେଡି…

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଓ ପୋଲିସ ଉପରକୁ ଅଣ୍ଡା ମାଡ

ଏସସି ଏବଂ ଏସଟି ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ କଂଗ୍ରେସର ବିକ୍ଷୋଭ । କଳା ତାଲିକାଭୁକ୍ତ କମ୍ପାନୀଙ୍କୁ ସ୍କୁଲ ନିର୍ମାଣ ଦେବା ପ୍ରସଙ୍ଗକୁ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନକୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ ମୁହାଁମୁହିଁ ହେଇଛନ୍ତି…

ଗ୍ୟାସ୍‌ ପାଇପ୍ ଲାଇନ୍ ମରାମତି ବେଳେ ଅଘଟଣ; ମାଟି ତଳୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର

ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ୍ ମରାମତି ବେଳେ ଫସିଲେ ଶ୍ରମିକ । ମାଟି ତଳ ସମ୍ପରେ ଜଣେ ଶ୍ରମିକ ଫସି ରହିଥିବାର ଜଣାଯାଇଛି ।ମରାମତି ବେଳେ ଗ୍ୟାସ ଲିକ ମଧ୍ୟ ହେଉଥିବା ସୂଚନା ମିଳିଛି। ଗ୍ୟାସ୍ ଲିକ୍‌ ଓ ଶ୍ରମିକ ଫସିଯାଇଥିବା…

ରାଜ୍ୟରେ ଚାକିରି ଅପେକ୍ଷାରେ ଅଛନ୍ତି ୧୨ଲକ୍ଷ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ବେକାରୀ ସମସ୍ୟା । ଆଜି ନିଯୁକ୍ତି ନେଇ ଗୃହରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଗତ ୫ ବର୍ଷର ତଥ୍ୟ ରଖି କହିଛନ୍ତି ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ…

ନିଜ ଜନ୍ମମାଟି ରାଇରଙ୍ଗପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜନ୍ମମାଟିରେ ଆସି ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ପହଞ୍ଚିବା ପରେ ପାରମ୍ପରିକ ନୃତ୍ୟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି…