Category: ରାଜ୍ୟ

ମୁନ୍ନା ଖାଁ ଙ୍କ ବଡ଼ ବୟାନ “ବିଜେଡି ଲିଙ୍କ ରେ ୧୪ ବିଜେପି ବିଧାୟକ ”

ରାଜ୍ଯସଭା ସାଂସଦ ମୁନ୍ନା ଖାଁ ନବୀନଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ଦେଇଛନ୍ତି| ବରିଷ୍ଠ ବିଜେଡ଼ି ନେତା ମୁନା ଖାଁ ବିଜେପି ଦଳ ଉପରେ ଆକ୍ଷେପ କରି କହିଛନ୍ତି ଯେ ଏହା ଭାଙ୍ଗିବା ପାଇଁ…

ପରକୀୟାରୁ ୫ ଜଣଙ୍କୁ ହତ୍ୟା ଘଟଣା; ୧୩ ଅଟକ

ଗତକାଲି ସୁନ୍ଦରଗଡ଼ ଜିଲ୍ଲା କରମଡିହି ଗୀତାପଡ଼ାରେ ପରକୀୟାରୁ ହୋଇଥିବା ୫ ଜଣଙ୍କୁ ହତ୍ୟା ଘଟଣାରେ ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ । ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ହୋଇଥିଲା ଗଣହତ୍ୟା । ଏହି ମାମଲାରେ ୧୩…

ଆଜି ପବିତ୍ର ଦୀପାବଳି : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଆଲୋକର ପର୍ବ ‘ଦୀପାବଳି’ । ଆଜି ଏହି ପବିତ୍ର ଦୀପାବଳିରେ ଗାଁଠୁ ସହର ଉତ୍ସବମୁଖର। ଏହି ଅବସରରେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଦୀପାବଳି ଅବସରରେ ଅଭିନନ୍ଦନ…

ଆଜିଠାରୁ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭାରତୀୟ ଜନତା ପାର୍ଟି ଏକ ରାଷ୍ଟ୍ରୀୟ ପାର୍ଟି । ଜାତୀୟତାବାଦ, ଦେଶ ଭକ୍ତି, ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରୁଥିବା ଏହି ଦଳର ବିଚାରଧାରା ହିଁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ପରିଚୟ ଦେଇଥାଏ । ଭାରତୀୟ ଜନତା ପାର୍ଟିର ମୂଳ ମନ୍ତ୍ର…

କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ୱାରା ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଦଳ ତରଫରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ସହିତ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ମଧ୍ୟ…

ନଭେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ

ଆସନ୍ତା ନଭେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଚଳିତ ଶୀତ…

ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ମିଳିବ ‘ସୁଭଦ୍ରା’ ଟଙ୍କା

ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି । ପ୍ରଥମ କିସ୍ତିର ପ୍ରଥମ ଏବଂ ଦ୍ଵିତୀୟ…

ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ଆସିବ ଆଇନ୍‌: ପୃଥ୍ବୀରାଜ ହରିଚନ୍ଦନ

ଦିନକୁ ଦିନ ଯାତ୍ରାରେ କଳାକାରମାନେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ନିଜର ସୀମା ଲଙ୍ଘୁଥିବା ଦେଖିବାକୁ ମିଳୁଛି । କିଛିଟା ଅଧିକ ପଇସା ପାଇବା ପାଇଁ ଯାତ୍ରାରେ ଅଶ୍ଳୀଳ ନୃତ୍ୟ କରିବା ପାଇଁ ପଛଉନାହାନ୍ତି କଳାକାର । ଏହାକୁ ରୋକିବା ପାଇଁ…

ନଭେମ୍ବରରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ

ଆସନ୍ତା ନଭେମ୍ବର ମାସରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ଏ ନେଇ ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଆସନ୍ତା ନଭେମ୍ବର ମାସରୁ ହିତାଧିକାରୀମାନେ ପାଇବେ ନୂଆ ରାସନ କାର୍ଡ । ୧୦…

ବିହାରରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଶ୍ରମିକ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ବିହାରର ରାଜଧାନୀ ପାଟନାର ଚାଲିଥିବା ମେଟ୍ରୋ ରେଳ ପ୍ରକଳ୍ପର କାମ ବେଳେ ହୋଇଥିବା ଦୁର୍ଘଟଣାରେ ମୃତ ବରଣ କରିଥିବା ଦୁଇ ଓଡ଼ିଆ ଶ୍ରମିକ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା…