ତାଜା ଖବର ରାଜନୀତି ରାଜ୍ୟ ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲା: ସିବିଆଇ ତଦନ୍ତ ପାଇଁ ଗୃହ ବିଭାଗର ଚିଠି August 15, 2024 Papirani ଦୀର୍ଘ ୧୫ବର୍ଷ ପରେ ପାରାଦୀପ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିପାରେ ସିବିଆଇ। ପାରାଦୀପ ସାମୁଦ୍ରିକ ଥାନାରେ ରୁଜୁ ହୋଇଥିବା ଏହି ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ପାଇଁ ଗୃହ ବିଭାଗର ଚିଠି । ପୋଲିସ ଡିଜିଙ୍କୁ…
ତାଜା ଖବର ରାଜ୍ୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଏସ୍ସିବିରେ ଜୁନିଅର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ August 15, 2024 Papirani କୋଲକାତାର ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣାରେ ଦେଶସାରା ଡାକ୍ତରଙ୍କ ପ୍ରତିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଘରୋଇ ହେଉ କି ଆବାସିକ ହସ୍ପିଟାଲର ଶହଶହ ଡାକ୍ତର ଏବେ…
ତାଜା ଖବର ରାଜ୍ୟ ଅନୁପ୍ରବେଶକାରୀ ସନ୍ଦେହରେ ୧୨ ବାଂଲାଦେଶୀ ଅଟକ August 15, 2024 Nirvay ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ୧୨ ଜଣଙ୍କୁ ଅଟକ ରଖିଛି ପାରାଦୀପ ଆଦର୍ଶ ଥାନା ପୋଲିସ । କୋଲକାତାରୁ ବସ୍ ଯୋଗେ ଆସି ବୁଧବାର ସକାଳେ ସମସ୍ତେ ପାରାଦୀପ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ…
ତାଜା ଖବର ରାଜ୍ୟ ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା August 15, 2024 Nirvay ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କର୍ମଜୀବୀ ମହିଳାମାନଙ୍କ ପାଇଁ ଦିନେ ଛୁଟି ଘୋଷଣା କରିଛନ୍ତି। କଟକରେ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରୀମତୀ ପରିଡ଼ା ଏହି ଘୋଷଣା କରିଛନ୍ତି। ସରକାରୀ ଓ ଘରୋଇ ମହିଳା…
ତାଜା ଖବର ରାଜ୍ୟ ଅଗ୍ନିକାଣ୍ଡରେ ଜଳିଗଲେ ଭାଇ-ଭଉଣୀ August 15, 2024 Nirvay କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ନିଆଁଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୧୧ ବର୍ଷୀୟା ଝିଅ ସହ ୯ ବର୍ଷ ବାଳକର ମୃତ୍ୟୁ ସୂଚନା ମିଳିଛି। ଘରେ କେମିତି…
ତାଜା ଖବର ରାଜ୍ୟ ଶଙ୍ଖ ଭବନ ଓ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ପତାକା ଉତ୍ତୋଳନ August 15, 2024 Nirvay ୭୮ତମ ସ୍ୱାଧୀନତା ଦିବସ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ…
ତାଜା ଖବର ରାଜ୍ୟ ରାଜ୍ୟବାସୀଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ August 15, 2024 Nirvay ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ଓ ରାଜ୍ୟ ତଥା ସାରା ବିଶ୍ବରେ ରହୁଥିବା ପ୍ରତ୍ୟେକ ଭାରତବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ…
ତାଜା ଖବର ରାଜ୍ୟ ଦେଶ ବିଭାଜନ ସମୟର ଯନ୍ତ୍ରଣା କେବେ ଭୁଲି ହେବନି: ମନମୋହନ ସାମଲ August 14, 2024 Nirvay ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହ ନିଜ ଜୀବନ ମଧ୍ୟ ବଳୀଦାନ ଦେଇଥିଲେ। ଦେଶ ବିଭାଜନର ଯନ୍ତ୍ରଣା କେବେ ବି ଭୁଲି ହେବନି । ବିଭାଜନରେ…
ତାଜା ଖବର ରାଜ୍ୟ ନନ୍ଦନକାନନ ଆସିବେ ୨ ଜିରାଫ August 14, 2024 Nirvay ଖୁବଶୀଘ୍ର ନନ୍ଦନକାଙ୍କ ଆସିବେ ନୂଆ ଅତିଥି । ନନ୍ଦନକାନନକୁ ୨ ଜିରାଫ ଆସିବେ। ପୂର୍ବରୁ ନନ୍ଦନକାନନରେ ଗୋଟିଏ ଜିରାଫ ଥିଲା । ଜିରାଫ ଆଣିବା ନେଇ ବନ୍ୟପ୍ରାଣୀ ପିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ତେବେ ଚଳିତ ମାସ ଶେଷ ସୁଦ୍ଧା…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଭୂତତ୍ତ୍ୱବିତ August 14, 2024 Nirvay ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗର ଭୂତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ (ଭୂତତ୍ତ୍ୱବିତ) ଅସୀମ ଅଂଶୁମାନ ନାୟକ। କନସଲଟାନ୍ସି ଫି’ କରାଇଦେବା ପାଇଁ ୫୦ ହଜାର…