Category: ରାଜ୍ୟ

ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ; ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇବେ ଦୀପାଳି

ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଆଜି ୨ ବର୍ଷ ପୁରିଛି । ଏହି କ୍ରମରେ ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି । କାହା…

ବିସ୍ଥାପିତଙ୍କୁ ଆକ୍ରମଣ ନିନ୍ଦନୀୟ: ବିଜେଡି

ରାଜ୍ୟରେ ଉତ୍କର୍ଷ ଓଡ଼ିଶା ଚାଲିଥିବା ବେଳେ ଆଜି ସାମ୍ୱାଦିକ ସମ୍ମିଳନୀର କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଘଟିଥିବା ବିସ୍ଥାପିତଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦନୀୟ କରିବା ସହ ବିଜେଡି କହିଛି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି ନୂଆ…

ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ

ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏ ନେଇ ଆଜି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଖୁବଶୀଘ୍ର ରାଜ୍ୟରେ ଖୋଲିବ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହା…

ବହିଷ୍କୃତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା

ନିଜ ପଦରୁ ବହିଷ୍କୃତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ । ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ଆଧାରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଦେବଗଡ଼ ପୌରାଧ୍ୟକ୍ଷାଙ୍କୁ ଅଯୋଗ୍ୟ…

ଛାତ୍ରକୁ ସାପ କାମୁଡ଼ିବା ମାମଲାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

ପୁରୀ ଜିଲ୍ଲା ପିପିଲି ବ୍ଲକ୍ ପୋପରଙ୍ଗ ବିଦ୍ୟାଳୟରେ ଛାତ୍ରଙ୍କୁ ନାଗ ସାପ କାମୁଡ଼ିବା ମାମଲାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଉକ୍ତ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷୟତ୍ରୀଙ୍କ ଉପରେ କାର୍ଯାନୁଷ୍ଠାନ ନେଇଛନ୍ତି ବିଇଓ ରବି ନାରାୟଣ ନନ୍ଦ…

ବନ୍ଦ ହେଲା ୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା

ବନ୍ଦ ହେଲା ୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ । CAPA ମଡ୍ୟୁଲରେ ହିସାବ ନଦେବାରୁ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ । କଲେଜ ଆକାଉଣ୍ଟର ଅପଡେଟ୍ ଦେବାକୁ ବାରମ୍ବାର ନୋଟିସ୍ ପରେ ବି…

‘ନିର୍ଭୟ’ ପ୍ରତିନିଧିଙ୍କୁ ଧର୍ମଶାଳା ବିଧାୟକଙ୍କ ଧମକ

ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା, ଚକ୍ରଧରପୁର, ସାହାଣୀଢିଅ, ମୁରାରୀପୁର, ନୂଆସାହି ମୌଜାରୁ ଶହ ଶହ ଟ୍ରିପ ଚୋରା ମୋରମ ରାତିର ଅନ୍ଧାରରେ ଚାଲଣ ହୋଇ ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହାର ହେଉଛି । ଏ ସଂପର୍କରେ ‘ନିର୍ଭୟ’ର…

ଅପରାଧୀଙ୍କ ଧରାସ୍ୱର୍ଗ ପାଲଟିଛି ଓଡିଶା: ବିଜେଡି

ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ନିନ୍ଦା କରିଛି ବିଜେଡି । ଜାନୁଆରୀ ୨୬ ରାତିରେ ଚାରିଆଡେ ପୋଲିସ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଘଟଣାରେ ଚୋର ଧାରା…

ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଆଗାମୀ ଜାନୁଆରୀ ୩୧ ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ…

ରଥଯାତ୍ରା ୨୦୨୫: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ

ରଥ ନିର୍ମାଣ ପାଇଁ ମହାବୀର କ୍ଷେତ୍ର ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ରଥକାଠ ତିନୋଟି ଟ୍ରକରେ ବାହାରି ଆଜି ପୁରୀରେ ପହଞ୍ଚିଛି । ଏଥିରେ ୫୩ ଖଣ୍ଡ ଧଉରା, ୪୮ ଖଣ୍ଡ ଅସନ କାଠ ରହିଛି । ରଥ ନିର୍ମାଣ ପାଇଁ…