ତାଜା ଖବର ରାଜ୍ୟ ବାତ୍ୟା’ଦାନା’ରେ ୬୦୦କୋଟି ର କ୍ଷୟକ୍ଷତି ଆକଳନ: ସୁରେଶ ପୂଜାରୀ November 4, 2024 Nirvay ଶକ୍ତିଶାଳୀ ଘୁର୍ଣ୍ଣିବାତ୍ୟା “ଦାନା” ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୪୧ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି |ପ୍ରାରମ୍ଭିକ ଆକଳନ ଅନୁଯାୟୀ ବାତ୍ୟା ପ୍ରାୟ ୬୦୦କୋଟି ଟଙ୍କାର କ୍ଷୟକ୍ଷତି ଘଟାଇଛି ବୋଲି ରାଜସ୍ୱ ଏବଂ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ November 4, 2024 Papirani ଲାଞ୍ଚ ନେବା ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା । ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀଙ୍କୁ ମାଡିବସିଲା ଭିଜିଲାନ୍ସ। ବିଲ ପାସ୍ କରିବାପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ…
ରାଜନୀତି ରାଜ୍ୟ ବିଜେଡି ଆନ୍ଦୋଳନ ରେ ନାହାନ୍ତି ବିଜେଡି କାଉନସିଲର; ବଢ଼ିଲା ଚର୍ଚ୍ଚା November 4, 2024 Nirvay ବିଜେଡ଼ିର ଆଭ୍ୟନ୍ତରୀଣ ବିଭାଜନ ପୁଣି ଥରେ ଦୃଶ୍ଯମାନ ହେଉଛି। ଏଥର କୋରାପୁଟ ଅନ୍ତର୍ଗତ ଜୟପୁରରୁ ବିଜେଡ଼ି ମଧ୍ଯରେ ଅନ୍ତର୍ଦ୍ୱନ୍ଦ୍ୱ ଘଟିଛି, ଯେଉଁଠାରେ ଜଗନ୍ନାଥ ସାଗର ପୁଷ୍କରିଣୀର ପୌରପାଳିକାର ମରାମତି କାର୍ଯ୍ଯରେ ହୋଇଥିବା ଅନିୟମିତତା ର ବିରୋଧ ପ୍ରତିବାଦରେ ଦଳର ଅନେକ ପରିଷଦ…
ତାଜା ଖବର ରାଜନୀତି ରାଜ୍ୟ ଆଜିଠାରୁ ରାଜ୍ୟ କଂଗ୍ରେସର ମୁଖିଆ ଖୋଜା କସରତ ଆରମ୍ଭ November 4, 2024 Papirani ରାଜ୍ୟ ପିସିସି ସଭାପତି କିଏ ହେବେ ? କିଏ ଧରିବା ରାଜ୍ୟ କଂଗ୍ରେସର ମଙ୍ଗ । କାହାକୁ ପିସିସି ସଭାପତି ବାଛିବେ ଶୀର୍ଷ ନେତୃତ୍ବ । ସେଥିଆପି ଆଜିଠାରୁ ଆରମ୍ଭ ହେବ ଚୟନ ପ୍ରକ୍ରିୟା। ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବାଛିବା ଲାଗି…
ତାଜା ଖବର ରାଜ୍ୟ କଟକ କାଳୀ ମେଢ଼ ଭସାଣୀ ବେଳେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ; ଭିଡିଓ ଭାଇରାଲ୍ November 4, 2024 Papirani କଟକ କାଳୀ ମେଢ଼ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ। କଟକ ସ୍ଥିତ ଚାନ୍ଦନୀଚୈାକ ରୟାଲ ଗାର୍ଡେନ ନିକଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛନ୍ତି । ଏହାସହ ଉଭୟ ପକ୍ଷ ମଧ୍ୟରେ ଢେଲା ପଥର ଓ କାଚ ମାଡ ହୋଇଥିବା…
ତାଜା ଖବର ରାଜନୀତି ରାଜ୍ୟ ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 4, 2024 Papirani ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିଲ୍ଲୀ ଗସ୍ତ । ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି…
ଦେଶ ରାଜ୍ୟ ଖୋଲିବ ଗଞ୍ଜେଇ ଚୋରାଚାଲାଣ ର ଗୁମର ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ November 3, 2024 Nirvay ଭୁବନେଶ୍ୱର ରୁ ମୋଷ୍ଟ ୱାଣ୍ଟେଡ ଅପରାଧୀ ନିଲୁ ପ୍ରଧାନ କୁ ଗିରଫ କରିଛି ମୁମ୍ବାଇ ଏନସିବି | ମୁମ୍ବାଇ ପୋଲିସ ପାଈଁ ଏହା ଏକ ବଡ ସଫଳତା, ଭୁବନେଶ୍ୱର ରୁ ଗିରଫ କଲା ପରେ ନିଲୁ ପ୍ରଧାନ କୁ ତୁରନ୍ତ ରିମାଣ୍ଡ…
ତାଜା ଖବର ରାଜନୀତି ରାଜ୍ୟ ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 3, 2024 Papirani ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ପାଇଁ କରିବେ ରୋଡ୍ ସୋ’…
ତାଜା ଖବର ରାଜ୍ୟ ପୁରୀ ଶ୍ରୀମନ୍ଦିରର ‘ମେଘନାଦ ପାଚେରୀ‘ ରେ ଏକାଧିକ ଫାଟ November 3, 2024 Nirvay ପୁରୀ ଶ୍ରୀମନ୍ଦିରକୁ ଘେରି ରହିଥିବା ବିଶାଳ ପ୍ମେଘନାଦ ପାଚେରୀରେ ଅନେକ ଫାଟ ସୃଷ୍ଟି ହୋଇଥିବାରୁ ବର୍ତ୍ତମାନ ଦ୍ୱାଦଶ ଶତାବ୍ଦୀର ଏହି ଐତିହାସିକ ମନ୍ଦିରର ସୁରକ୍ଷା ଏକ ଚିନ୍ତା ର ବିଷୟ ହୋଇପଡିଛି | ଶିଉଳି ର ଘେରା ମନ୍ଦିରକୁ ସୁରକ୍ଷା ଦେଉଥିବା…
ଦେଶ ରାଜନୀତି ରାଜ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ପ୍ରକାଶ କଲେ ଅମିତ ଶାହ November 3, 2024 Nirvay କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସନ୍ତା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର “ସଂକଳ୍ପ ପତ୍ର” ଉନ୍ମୋଚନ କରିବା ସମଯ଼ରେ ରାଜ୍ଯର “ରୋଟି, ମାଟି, ବେଟି” (ଜୀବିକା, ଜମି ଏବଂ ଝିଅ) କୁ ସୁରକ୍ଷା ଦେବାକୁ ପ୍ରତିଶୃତି ଦେଇଛନ୍ତି। ଶାହା…