Category: ରାଜ୍ୟ

ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ

କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପନଗରିୟାଙ୍କ ସମେତ ମୋଟ ୧୫ ଜଣ ସଦସ୍ୟ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

ଫେବ୍ରୁଆରି ୧୦ରୁ ହେବ ଜୋର୍‌ଦାର୍‌ ହେବ ଗାଡି ଚେକିଂ 

ଫେବ୍ରୁଆରି ୧୦ରୁ ହେବ ରାଜ୍ୟରେ ଜୋର୍‌ଦାର୍‌ ହେବ ଗାଡି ଚେକିଂ। ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ। ସୂଚନା ଅନୁଯାୟୀ, ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ। ଗାଡ଼ିର ଆଗ ଓ ପଛକାଚ ଦେଇ…

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନ

ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ୧୫ ଜଣିଆ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ପୁରୀଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପୁରୀ ରାଜଭବନରେ ପୁରୀ ପୌର ପାଳିକା…

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: କମିଶନଙ୍କ ତଦନ୍ତ ଶେଷ

ବହୁଚର୍ଚ୍ଚିତ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲାରେ କମିଶନଙ୍କ ତଦନ୍ତ ଶେଷ ହୋଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ଜଷ୍ଟିସ ସି.ଆର ଦାଶ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି । ସେ କହିଛନ୍ତି ସମସ୍ତ ସାକ୍ଷ୍ୟ…

ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ।ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ। ଏଥିପାଇଁ ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବାରବାଟୀରେ ଦିନିକିଆ ପାଇଁ ଭିଡ଼କୁ…

ଇଓଡବ୍ଲ୍ୟୁ ଦ୍ୱାରା ଠକ ଦମ୍ପତ୍ତି ଗିରଫ

ଭୁବନେଶ୍ୱରରୁ ଠକ ଦମ୍ପତ୍ତି ଗିରଫ । ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଦ୍ୱାରା ଦମ୍ପତ୍ତି ଗିରଫ ହୋଇଛନ୍ତି । ଜାଲ ଡକ୍ୟୁମେଣ୍ଟ ଦେଇ ଲୋନ ନେବା ଅଭିଯୋଗରେ ଦମ୍ପତ୍ତି ଗିରଫ କରାଯାଇଥିବା ସୂଚନା ମିଳିଛି । ପଟିଆ ସୀତାନାଥ ରେସିଡେନ୍ସିରେ ରହୁଥିବା ଦମ୍ପତ୍ତି…

ଜୟଦେବ ଜେନାଙ୍କୁ ମିଳିଲା ହତ୍ୟା ଧମକ

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମିଳିଲା ହତ୍ୟା ଧମକ। ଅଜଣା ନମ୍ବରରୁ ଫୋନ୍ କରି ଜୀବନରୁ ମାରି ଦେବାକୁ ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ସହ…

ଇଣ୍ତିଆ-ଇଂଲଣ୍ଡ ମ୍ୟାଚର ଟିକେଟ୍ ଲାଗି ଅସମ୍ଭାଳ ଭିଡ଼; ଦଳାଚକଟା ପରସ୍ଥିତି

ଇଣ୍ତିଆ-ଇଂଲଣ୍ଡ ମ୍ୟାଚର ଟିକେଟ୍ ଲାଗି ଠେଲା ପେଲା ଧସ୍ତାଧସ୍ତି ପରସ୍ଥିତି। ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ଅନେକ ଯୁବକ ଅଚେତ୍ ହୋଇଯାଇଛନ୍ତି । ଭିଡ଼ ସାଙ୍ଗକୁ ଗୁଳୁଗୁଳି…

‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ରାଜ୍ୟ ସରକାରଙ୍କ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଆଜି ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା…

ବାରବାଟୀରେ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍: କାଉଣ୍ଟରରେ ସାମ୍ନାରେ ରାତି ଅଧରୁ ଅସମ୍ଭାଳ ଭିଡ଼

ଓଡ଼ିଶାରେ ଆସନ୍ତା ୯ ତାରିଖରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବା । କଟକ ବାରବାଟୀ ଷ୍ଟାଡିୟମ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଆଜିଠାରୁ କାଉଣ୍ଟରରେ ମିଳିବ ଟିକେଟ୍ । ଆଜି ଏବଂ ଆସନ୍ତାକାଲି ଦୁଇ…