Category: ରାଜ୍ୟ

‘ସୁଭଦ୍ରା’ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କାଉଣ୍ଟର

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେବା ସହ ବିରୋଧୀ ଦଳକୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ। ୭୪ ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଫର୍ମ ମିଳିବ। ମହିଳାଙ୍କ ପାଖରେ…

ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ; ଗୃହରେ ହଟ୍ଟଗୋଳ

ବିଧାନସଭାରେ ପ୍ରଶ୍ନକାଳରେ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା। ଜାତିଭିତ୍ତିକ ଜନଗଣନା ଆଲୋଚନା ଦାବିରେ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡିୟମ୍‌ ନିକଟରେ କଂଗ୍ରେସ ସଦସ୍ୟ ନାରାବାଜି ଦେଇଛନ୍ତି । ତାରା ବାହିନୀପତି ଓ ଅଧିରାଜ ପାଣିଗ୍ରାହୀ ପୋଡ଼ିୟମକୁ ଚଢ଼ିବାକୁ ଉଦ୍ୟମ କରିଥିବା…

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରା

ପୁରୀ ଜିଲ୍ଲା ସତ୍ୟବାଦୀରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ବଖରାରୁ ଅଧିକ ଜଳି ପୋଡ଼ି ଛାରଖାର ହୋଇଯାଇଛି। ଏଥିସହ ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…

ଚିନ୍ତା ବଢ଼ାଉଛି ବାର୍ଡ ଫ୍ଲୁ: ସର୍ଭେଲାନ୍ସ ନିର୍ଦ୍ଦେଶ

ପୁରୀ ଜିଲ୍ଲାର ୨ଟି ବ୍ଲକରେ ବଢୁଥିବା ବାର୍ଡ ଫ୍ଲୁ ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସର୍ଭେଲାନ୍ସ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସିଡିଏମଓ ଏବଂ ଜନସ୍ୱାସ୍ଥ୍ୟ ଅଫିସରଙ୍କୁ ଚିଠି କରିବା ସହ ବ୍ୟାପକ ପଦକ୍ଷେପ…

ଚିକିଟି ମଦ ମୃତ୍ୟୁ ମାମଲା; ଆଉ ଜଣେ ଗିରଫ

ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଗିରିଶୋଲା ଷ୍ଟେସନରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି କ.ନୂଆଗାଁ ପୋଲିସ। ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା। ଟ୍ରେନ୍‌ରେ ବେଙ୍ଗାଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା…

ପିପିଲିରେ ବାର୍ଡ଼ ଫ୍ଲୁ ଆତଙ୍କ; ଚିନ୍ତାରେ କୁକୁଡ଼ା ପାଳକ

ପିପିଲିରେ କୁକୁଡାଙ୍କଠାରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି। କୁକୁଡ଼ା ପାଳକ ଚିନ୍ତାରେ ପଡିଛନ୍ତି। କୁକୁଡ଼ା ମଡ଼କ ଖବର ପ୍ରଚାର ହେବା ପରେ ଫୁଲନଖରା ସ୍ଥିତ ପ୍ରାଣୀସମ୍ପଦ ରୋଗ ଅନୁସନ୍ଧାନ କେନ୍ଦ୍ର (ଏଡିଆରଆଇ) ପକ୍ଷରୁ କୁକୁଡାଙ୍କ ମଳ, ଲାଳ…

ଗଣେଶ ପୂଜାରେ ଡିଜେ ବନ୍ଦ୍; ପୋଲିସ କମିଶନର କାର୍ଯ୍ୟାଳୟ ଘେରିଲା ଡିଜେ ମାଲିକ ସଂଘ

ଆସନ୍ତା ୭ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଚଳତବର୍ଷ ରାଜଧାନୀରେ ଗଣେଶ ପୂଜା ଭସାଣୀ ବେଳେ ବାଜିବ ନାହିଁ ଡିଜେ । ଗଣେଶ ପୂଜା ଓ ଭସାଣି…

ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବହୁ ପରିମାଣର ସୁନା ଓ ରୂପା

ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ପରିମାଣର ସୁନା ଓ ରୁପା । ଦୁଇଟି କଣ୍ଟେନରରେ ସୁନା-ରୁପା ଯାଉଥିବା ବେଳେ ଖବର ପାଇ ମାଡି ବସିଲା ସିଟି ଜିଏସଟି ବିଭାଗ ।ମୁମ୍ବାଇରୁ ଭୁବନେଶ୍ବରକୁ ଚାଲାଣ ବେଳେ ଭୁବନେଶ୍ବର ଏୟାରପୋର୍ଟରୁ ଚଢ଼ାଉ କରି…

ଆସିଲା ‘ସୁଭଦ୍ରା’ ଯୋଜନାର ଗାଇଡଲାଇନ୍‌; ଜାଣନ୍ତୁ କେଉଁ ମାନେ ଏବଂ କିପରି କରିପାରିବେ ଆବେଦନ

ଆଜି ରାଜ୍ୟରେ ଜାରି ହେଲା ସୁଭଦ୍ରା ଯୋଜନାର ଗାଇଡଲାଇନ୍‌ । ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଛି ।…

ପାଣ୍ଡିଆନଙ୍କ ଭାଉ ଦେଖାଇ ବିଜେଡି ନେତ୍ରୀ ଠକିନେଲେ କୋଟି କୋଟି ଟଙ୍କା!

ଚାକିରି ଦେବା ନାଁରେ ନିଜକୁ ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତିକେୟନ ପାଣ୍ଡିଆନ୍ ଭାଇ ବା ଭି କେ ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ କୋଟି କୋଟି ଟଙ୍କା ଠକି ନେଲେ ଜଣେ ନକଲି ଓଏଏସ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ…