ତାଜା ଖବର ରାଜ୍ୟ ଗୋମାଂସ ବୋଝେଇ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ August 28, 2024 Nirvay ଗୋ ମାଂସ ଚାଲାଣକୁ ନେଇ ଗଣ୍ଡଗୋଳ ହୋଇଛି । ପୁରୀ ଗୋପ ଥାନା ବୋଇତଭଙ୍ଗା ସେତୁ ନିକଟରେ ପିକଅପ ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଗୋମାଂସ…
ତାଜା ଖବର ରାଜ୍ୟ ସିଏଚଏସଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ August 28, 2024 Nirvay ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଏଚଏସଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ପୁରେନ୍ଦ୍ରଙ୍କ ଭୁବନେଶ୍ୱରର କାନନବିହାରରେ ଥିବା…
ତାଜା ଖବର ରାଜ୍ୟ ଛୁଆହାତୀ ‘ମାମା’ର ମୃତ୍ୟୁ August 28, 2024 Nirvay ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ ହୋଇଛି । ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ‘ମାମା’ର ମୃତ୍ୟୁ ହୋଇଥିବା ଜଣାପଡିଛି । ୭ ବର୍ଷର ‘ମାମା’ର ମୃତ୍ୟୁ ନେଇ ଚନ୍ଦକା ଡିଏଫ୍ଓ ସୂଚନା ଦେଇଛନ୍ତି। ହାର୍ପିସ ଭୂତାଣୁ ଆକ୍ରାନ୍ତରେ…
ତାଜା ଖବର ରାଜନୀତି ରାଜ୍ୟ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳାରେ ୨ ଗୋଷ୍ଠୀ ହାତାହାତି August 27, 2024 Nirvay ରାଜନଗରରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳାରେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ବିଧାୟକ ପ୍ରାର୍ଥୀ ଲଳିତ ବେହେରାଙ୍କ ନେତୃତ୍ବରେ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ୨ ବିଜେପି…
ତାଜା ଖବର ରାଜନୀତି ରାଜ୍ୟ ପରିଚୟ ସଙ୍କଟର ଶିକାର ହୋଇଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ August 27, 2024 Nirvay ଅଜ୍ଞତାର କୈାଣସି ଜବାବ ନାହିଁ ଏବଂ ବିଭ୍ରାନ୍ତ ସୃଷ୍ଟିକାରୀଙ୍କୁ ଆଦୌ କ୍ଷମା ନାହିଁ । ମାତ୍ର ଦୁର୍ଭାଗ୍ୟର ବିଷୟ, ଆଜି କୁହାଳିଆ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ସୁଲତା ଦେଓଙ୍କ କ୍ଷେତ୍ରରେ ଏଭଳି କିଛି ଦେଖିବାକୁ ଓ ଶୁଣିବାକୁ ମିଳିଛି…
ତାଜା ଖବର ରାଜନୀତି ରାଜ୍ୟ ନବନିର୍ବାଚିତ ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କୁ ସମ୍ବର୍ଦ୍ଧନା August 27, 2024 Nirvay କୁଡୁମୀ ସମାଜକୁ ପ୍ରତିନିଧିତ୍ୱ କରୁଥିବା ମୟୂରଭଞ୍ଜର ଜଣାଶୁଣା ନାରୀନେତ୍ରୀ ତଥା ନବ ନିର୍ବାଚିିତ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାୟକ ଛବି ମଲ୍ଲିକ,…
ତାଜା ଖବର ରାଜ୍ୟ ସୁଭଦ୍ରାକୁ ନେଇ ବଡ଼ ଘୋଷଣା August 27, 2024 Nirvay ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ `ସୁଭଦ୍ରା’ ଟଙ୍କା। ଗୋଟିଏ ପରିବାରରେ ଯେତେ ଜଣ ମହିଳା ଥିଲେ ଟଙ୍କା ମିଳିବ। ପରିବାରରେ ୩ ଜଣ ବା ୪ ଜଣ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାର ମହିଳାଙ୍କ ବିଶ୍ୱାସରେ ବିଷ ଦେଇଛି ବିଜେପି ସରକାର: ବିଜେଡି August 27, 2024 Papirani ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ…
ତାଜା ଖବର ରାଜ୍ୟ ଭଞ୍ଜନଗର ଆରସିଏମଏସ ସମ୍ପାଦକଙ୍କୁ ବହିଷ୍କାର ନିବେଦନ August 27, 2024 Nirvay ଭଞ୍ଜନଗର ଆରସିଏମଏସ ସମ୍ପାଦକ ସନ୍ତୋଷ ମହାରଣାଙ୍କୁ ବରଖାସ୍ତ ପାଇଁ ନିବେଦନ କରାଯାଇଛି। ଏ ନେଇ ଭିଜିଲାନ୍ସ ବିଭାଗ ବିଭଗୀୟ ଅଧିକାରୀଙ୍କୁ ନିବେଦନ କରିବ। ସନ୍ତୋଷଙ୍କ ବିରୋଧ ଚାର୍ଜସିଟ ଦାଖଲ ପରେ ଭିଜିଲାନ୍ସ ବିଭାଗ ଆକ୍ସନ ନେଇଛି। ସନ୍ତୋଷ ଜମି କିଣାବିକା ଜାଲିଆତି…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି August 27, 2024 Papirani ସମିତିସଭ୍ୟ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ, ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ…