ତାଜା ଖବର ରାଜ୍ୟ ଚିକିଟି ମଦ ମୃତ୍ୟୁ ଘଟଣା; ସାଲିଆ ସାହିରେ ବୁଲିଲା ବୁଲଡୋଜର August 29, 2024 Nirvay ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚିକିଟି ମଦ ମୃତ୍ୟୁ ଘଟଣା ପରେ ଚଢ଼ଉ ଜାରି ରହିଛି । ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି।…
ତାଜା ଖବର ଦେଶ ରାଜ୍ୟ ଓଡ଼ିଶା ସମ୍ପର୍କରେ ମନ୍ତବ୍ୟ ପାଇଁ ମମତା ବାନାର୍ଜୀଙ୍କୁ ମୋହନ ମାଝୀଙ୍କ ଭର୍ତ୍ସନା August 28, 2024 Nirvay ଓଡ଼ିଶା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ତ୍ସନା କରିଛନ୍ତି। ଆପଣଙ୍କୁ ଏ ଅଧିକାର କିଏ ଦେଲା ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ? ଓଡ଼ିଶା ଏକ ଶାନ୍ତିପ୍ରିୟ…
ତାଜା ଖବର ରାଜ୍ୟ ଓଡ଼ିଶାକୁ ୪ ହଜାର ୩୨୪ କୋଟିର ନୂତନ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି August 28, 2024 Nirvay ଓଡ଼ିଶାର ଦୁଇ ନୂଆ ରେଳ ଲାଇନ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ବରଗଡ ରୋଡ ଓ ନୂଆପଡା ରୋଡ ୧୩୮କିମି ନୂଆ ରେଳ ଲାଇନ ନିର୍ମାଣ ପାଇଁ ୨ହଜାର ୯୨୬କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।…
ତାଜା ଖବର ରାଜ୍ୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ଫେରାଇବାକୁ ହାଇକୋର୍ଟଙ୍କ ନୋଟିସ August 28, 2024 Nirvay ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ଫେରାଇବା ସମ୍ପର୍କିତ ମାମଲାରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ୍ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ୮ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି। ପୁରୀରେ ୧୦ ହଜାର…
ତାଜା ଖବର ରାଜ୍ୟ ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ; ଫୋପାଡିଲେ ଶହ ଶହ ସ୍ମାର୍ଟ ମିଟର August 28, 2024 Papirani ଟାଟା ପାୱାର ବିରୋଧରେ ଗର୍ଜିଲା ଚାଷୀ ସଂଘ। ରାଜ୍ୟରେ ବିଜୁଳି ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର ବିରୁଦ୍ଧରେ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ସ୍ମାର୍ଟ ମିଟରକୁ ନେଇ ଏବେ ବରଗଡ ଜିଲ୍ଲାର ଚାଷୀମାନେ ଜୋରଦାର ପ୍ରତିବାଦ କରିଛନ୍ତି ।…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଆର୍ଆଇ August 28, 2024 Papirani ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରି ବାବୁ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବାଲିକୁଦା ତହସିଲ ମଲ୍ଲିକାପୁର ଆର୍ଆଇ ବିଭୁଦତ୍ତ ସାହୁ । ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରାଯାଇଛି। ଜମି କିସମ ବଦଳ…
ତାଜା ଖବର ରାଜ୍ୟ ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ – ଜଷ୍ଟିସ ପଶାୟତ August 28, 2024 Papirani କଳାଧନ ପ୍ରସଙ୍ଗରେ ସରିଲା ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । କଟକ ସ୍ଥିତ ଅରଜିତ ପଶାୟତଙ୍କ ବାସଭବନରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ରାଜ୍ୟରେ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଗ୍ରାହକଙ୍କୁ ଠକୁଛନ୍ତି ବ୍ୟବସାୟୀ; ୩୭୦ ପେଟ୍ରୋଲ ପମ୍ପରେ ଗଫଲତି August 28, 2024 Papirani ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ଆଜି ବିଧାନସଭାର ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତରରେ କହିଛନ୍ତି ବର୍ଷକରେ ୨ ହଜାର ୮ ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ୧୫ ହଜାର ୩୧୫ ବନ୍ଦ ରହିଛି ପଞ୍ଜୀକୃତ ଶିଳ୍ପ; କଟକରେ ସର୍ବାଧିକ August 28, 2024 Papirani ରାଜ୍ୟରେ ୧୫ ହଜାରରୁ ଅଧିକ ବନ୍ଦ ରହିଛି ପଞ୍ଜୀକୃତ କରାଯାଇଥିବା ଶିଳ୍ପ । ବିଧାନସଭା ଗୃହରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉତ୍ତର ଦେଇ କହିଛନ୍ତି ଓଡ଼ିଶାରେ ୧୫ ହଜାର ୩୧୫ ପଞ୍ଜୀକୃତ କରାଯାଇଥିବା ଶିଳ୍ପ ବନ୍ଦ ରହିଛି । ଏଥି…
ତାଜା ଖବର ରାଜନୀତି ରାଜ୍ୟ ମଣିଷ ଶରୀରରେ ଚିହ୍ନଟ ହେଲା ବାର୍ଡ ଫ୍ଲୁ ଭାଇରସ୍ August 28, 2024 Papirani ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସୂଚନା ଦେଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ସେ କହିଛନ୍ତି ବାର୍ଡ ଫ୍ଲୁ ଏକ ଭୁତାଣୁଜନିତ ରୋଗ ଯାହା ଦ୍ୱାରା କୁକୁଡା ଇତ୍ୟାଦି ପକ୍ଷୀ ଆକ୍ରାନ୍ତ ହୋଇଥାନ୍ତି…