Category: ରାଜ୍ୟ

ସାତପଡ଼ା-ଜହ୍ନିକୁଦା ବ୍ରିଜ ପାଇଁ ତତ୍ପରତା ଦେଖାଇଲେ ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର

ଖୁବଶୀଘ୍ର ପୂରଣ ହେବ ସାତପଡ଼ା – ଜହ୍ନିକୁଦା ବାସୀଙ୍କ ସ୍ବପ୍ନ । ନିର୍ମାଣ ହେବାକୁ ଯାଉଛି ସିଗ୍ନେଚର୍ ବ୍ରିଜ । ଲୋକଙ୍କ ଯାତାୟାତ ଅସୁବିଧାକୁ ନଜରରେ ରଖି ଏହାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର…

ଅଦିନିଆ ବର୍ଷା, ନିଦାବିଷ୍ଣୁ ପ୍ରଶାସନ, ସଙ୍କଟରେ ଚାଷୀକୁଳ

ଆକାଶରେ ମାଳ ମାଳ ମେଘ । ଶୀତ ଦିନେ ଅଦିନିଆ ବର୍ଷା ଆଣିଛି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଅମଳ ସମୟରେ ଏହି ଲଘୁଚାପ…

ହତାଶ ସେନାଙ୍କୁ ଧରି ବାହାରିବେ ନବୀନ

କୁହାଯାଏ ଘରେ ନ ପଶୁଣୁ ମୁଣ୍ଡରେ ଚାଳ। ଜାନୁଆରୀ ୬ ତାରିଖରେ ନୂଆ ବର୍ଷରେ ଶଙ୍ଖ ପାର୍ଟି ବାହାରିବ ରାସ୍ତା ଉପରକୁ।ଆନ୍ଦୋଳନ କରିବ ପଦ୍ମ ସରକାର ବିରୋଧରେ। ଦରଦାମ ବଢୁଛି।ଲୋକେ ଅତିଷ୍ଠ ହେଲେଣି। ପଦ୍ମ ସରକାରଙ୍କର ଜନବିରୋଧି ନୀତି ଏଥର ସଂଗ୍ରାମକୁ…

ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ 

ଡିସେମ୍ବର ୨୧ ଅର୍ଥାତ ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ ଓ ରାତି ଲମ୍ବା। ଆଜି ଭୁବନେଶ୍ଵରରେ ଦିନ ଛୋଟ ହେବ ରାତି ସମୟ ଲମ୍ବା ରହିବ । ଭୁବନେଶ୍ଵରରେ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ…

ଓଡିଶାରେ ଜାରି ରହିଛି ଲଘୁଚାପ ବର୍ଷା, ଆସନ୍ତାକାଲି ବଦଳିପାରେ ପାଗ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଦୁଇଦିନ ହେବ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି । ପାଣିପାଗ କେନ୍ଦ୍ରର ପୂର୍ବାମାନ ଅନୁଯାୟୀ ଆସନ୍ତାକାଲି ଯାଏ ଓଡିଶାରେ ବର୍ଷାର ପ୍ରଭାବ ରହିବ । ରାଜ୍ୟର ୧୯ ଟି ଜିଲ୍ଲାରେ ଲଗାଣ ବର୍ଷା…

ପ୍ରାକ-ବଜେଟ ପରାମର୍ଶ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର ଠାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବୈଠକରେ ଉପସ୍ଥାପନ କରିଛନ୍ତି ଏବଂ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପିତ ସମସ୍ତ…

ବିଜେପି ନେତୃତ୍ୱଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଲେ ଦିଲ୍ଲୀପ ମଲ୍ଲିକ

ଓଡିଶାରେ ପ୍ରଥମଥର ପାଇଁ ଭାଜପା ଏକାକୀ ସରକାର କରିଥିବା ବେଳେ ନୂଆକରି ରାଜନୀତିକୁ ଆସି ବିଧାୟକ ହୋଇଥିବା ବିଧାୟକ ମାନେ ଦୀର୍ଘଦିନର କାର୍ଯ୍ୟକର୍ତ୍ତାଙ୍କୁ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ଏଭଳି ସଙ୍ଗୀନ ପ୍ରସଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ କଟକ…

ଜିରୋ ନାଇଟ୍‌ ଉପରେ ଲାଗିଲା କଟକଣା; ବିନା ଅନୁମତିରେ କରିହେବ ନାହିଁ ସେଲିବ୍ରେସନ୍

ଆସୁଛି ନୂଆବର୍ଷ । ୨୦୨୫ ନୂଆ ବର୍ଷ ପାଇଁ ଏବେଠାରୁ ଚାରିଆଡ଼େ ଜୋରଦାର ପ୍ରସ୍ତୁତି । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ କରାଯାଉଥିବା ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ଲାଗିଲା କଟକଣା ।…

ଶିଳ୍ପପତିଙ୍କ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଡି

ରାଉରକେଲାର ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଡିର ଚଢାଉ। ସିଭିଲ ଟାଉନସିପ୍ କର୍ମସିଆଲ ଇଷ୍ଟେଟ ମାର୍କେଟରେ ଚଢାଉ ହୋଇଛି । ଏଥିରେ ସାମିଲ ହୋଇଛନ୍ତି ଇଡିର ୧୫ ଜଣିଆ ଟିମ୍ । ଶିଳ୍ପପତି ଦୀପ୍ତି ରଞ୍ଜନ ହେଉଛନ୍ତି ବରିଷ୍ଠ…

ବଣ୍ଡାଘାଟିବାସୀଙ୍କୁ ମିଳିବ ଅଧିକ ୫୦ ହଜାର ଟଙ୍କା

ବଣ୍ଡାଘାଟିବାସୀଙ୍କୁ ମିଳିବ ଅଧିକ ୫୦ ହଜାର ଟଙ୍କା । ଆଜି ଆଜି ମାଲକାନଗିରି ବଣ୍ଡାଘାଟି ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ସ୍ଥିତି ପରଖିବା ପରେ ସୂଚନା ଦେଇ କହିଛନ୍ତି ବଣ୍ଡାଘାଟିରେ ଲୋକଙ୍କୁ…