Category: ରାଜ୍ୟ

ଆଜି ଠାରୁ ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା

ଓଡ଼ିଶାର ରୌପ୍ଯ ସହର କଟକ ଠାରେ ଆଜିଠାରୁ ଆରମ୍ଭ ହୋଇଛି ଐତିହାସିକ ବାଲି ଯାତ୍ରା-୨୦୨୪। ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ବାଲି ଯାତ୍ରା ସ୍ଥଳର ଉପର ଏବଂ ତଳ ଭାଗରେ ବିଶ୍ୱ ପ୍ରସିଦ୍ଧ ମେଳାକୁ ଉଦଘାଟନ କରିଥିଲେ।ସୂଚନା ଅନୁଯାୟୀ ,…

ନିଜ ଅପରାଧିକ ଘଟଣା କୁ ମନେ ପକାଇ ବିଳିବିଳେଇ ହଉଛି ବିଜେଡି : ଦିଲ୍ଲୀପ ମଲ୍ଲିକ

ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ମାନ୍ୟବର ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି, ଆଗକୁ ଏନେଇ ଆଇନ ଅନୁଯାୟୀ କ’ଣ କରାଯିବ, ସେନେଇ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବେ,ମାତ୍ର ବିଜେଡିର ଯେଉଁ ନେତାମାନେ ଏହି ଘଟଣାରେ ବ୍ୟସ୍ତବିବ୍ରତ ହେଉଛନ୍ତି…

ଜଟଣୀ ସ୍ଥିତ ଲୁଗାଦୋକାନ ରେ ଅଗ୍ନିକାଣ୍ଡ , ଦୋକାନ ମାଲିକ ମୃତ

ଏକ ଦୁଃଖଦ ଘଟଣାରେ, ଶୁକ୍ରବାର ଦିନ ଲୁଗା ଦୋକାନରେ ନିଆଁ ଲାଗିବା ପରେ ଜଟଣୀର ଜଣେ ଦୋକାନୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।ଅପରାହ୍ନରେ ଜଟଣୀ ର ରାଜା ବଜାରରେ ଏହି ଘଟଣା ଘଟିଥିଲା। ମୃତକ ବ୍ଯବସାୟୀ ଙ୍କ…

ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିରକୁ ୪ ଦ୍ୱାର ଦେଇ ପ୍ରବେଶ

ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରେ , ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଘୋଷଣା କରିଛି ଯେ ଶନିବାରଠାରୁ ତୀର୍ଥଯାତ୍ରୀମାନେ ସମସ୍ତ ଚାରୋଟି ଫାଟକ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। କାର୍ତ୍ତିକ ମାସ ପରେ ଠାକୁର ଦର୍ଶନ ଉପରେ ମୁଖ୍ଯ ପ୍ରଶାସକ…

ଅଭିଯୁକ୍ତ ବିଜେପି ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି : ବିଜେଡି

ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ ହୋଇଯିବା ପରେ ଗଣମାଧ୍ୟମରେ ସେ ଦେଇଥିବା ବୟାନ ଉପରେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଦେବ ଏହା…

ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି ; ଜାଣନ୍ତୁ କେଉଁପଟେ ଯିବ ଗାଡ଼ି

ଆଜିଠାରୁ ଆରମ୍ଭ ହେବାକୁ ଯାଇଛି ବିଶ୍ଵପ୍ରସିଦ୍ଧ କଟକ ବାଲିଯାତ୍ରା। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ବାଲିଯାତ୍ରା ପାଇଁ କଟକରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା…

ଡବଲ ଇଞ୍ଜିନ ସରକାର ପରେ ବି ସିବିଆଇ ଟ୍ରେନ ଚାଲୁନି କାହିଁକି ?

ବେଦାନ୍ତ ପାଇଁ ଅଧିଗୃହୀତ ବେଆଇନ ଜମି ଫେରିଯିବ ମୂଳ ମାଲିକମାନଙ୍କ ପାଖକୁ । ଏମାନଙ୍କ ଭିତରେ ଅଛନ୍ତି ମହାପ୍ରଭୁ ଜଗନ୍ନାଥ, ରାଜ୍ୟ ସରକାର ଏବଂ ଜମି ମାଲିକ। ସରକାରଙ୍କ ଏହି ନିଷ୍ପତିକୁ ଚାରିଆଡୁ ସ୍ଵାଗତ କରାଯାଉଛି। ଯେଉଁ ପାପ ନବୀନ ସରକାର…

ପ୍ରଦୀପ ପାଣିଗ୍ରାହୀ ବିରୋଧୀ ଷଡଯନ୍ତ୍ରରେ ପୂର୍ଣ୍ଣଚ୍ଛେଦ

ବେଳ ଖରାପ ପଡିଲେ ତନ୍ତ୍ରମନ୍ତ୍ରଯନ୍ତ୍ର କିଛି କାମ ଦିଏନି । କ୍ଷମତା ବି କଉଁ କାମକୁ ଆସେନି । କ୍ଷମତା ବଳରେ ଆଉ କାହାକୁ ଦହଗଞ୍ଜ ଦେଇହୁଏ । ହଇରାଣ ହରକତ କରିହୁଏ । ଜନବିରୋଧୀ କହି କାହାକୁ ଜେଲ ପଠାଯାଇପାରେ…

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଜନଜାତି ଗୌରବ ଦିବସରେ ଆଜି ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ହେଉଛି । ବିର୍ସା ମୁଣ୍ଡା ଜୟନ୍ତୀକୁ ଜାତୀୟ ଜନଜାତି ଗୌରବ ଦିବସ ଭାବେ ପାଳୁଛି ଦେଶ । ଏହି ଅବସରରେ ବିହାରର ଜାମୁଇରେ ଆୟୋଜିତ କାର୍ଯ୍ୟକ୍ରମରେ…

ଯମୁନା ପରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଲା ବାଘୁଣୀ ଜିନତ୍

ମହାରାଷ୍ଟ୍ର ତଡବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଆଜି ଶିମିଳିପାଳକୁ ଆସିଛି ବାଘୁଣୀ ଜିନ୍ନତ। ଆଜି ସକାଳ ୯ଟାରେ ବାଘୁଣୀ ଜିନତକୁ ଏନକ୍ଲୋଜରକୁ ଛଡାଯାଇଛି । ଯମୁନାକୁ ଛଡାଯାଇଥିବା ଏନକ୍ଲୋଜରରେ ବାଘୁଣୀ ଜିନତ୍‌କୁ ଛଡାଯାଇଛି । ଶିମିଳିପାଳ…