ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ November 18, 2024 Papirani ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି ।…
ତାଜା ଖବର ରାଜ୍ୟ ସରକାର ବଦଳିଲା, ସିନ୍ଦେ ବଦଳୁ ନାହାଁନ୍ତି November 18, 2024 Papirani ସିଏମ ମୋହନ ଚରଣ କମ ରାଗନ୍ତି । ଲୋକଙ୍କ ସହ ମିଶନ୍ତି । ଅଳପଅଳପ ହସନ୍ତି । ରାଗିଗଲେ କଡା ଦି’ପଦ କଥା ଶୁଣେଇ ଦିଅନ୍ତି । ଲୋକଙ୍କ ସହ ମିଶିବା ଓ କଥା କହିବା ତାଙ୍କର ଏକ ଭଲ ଅଭ୍ୟାସ।…
ତାଜା ଖବର ରାଜ୍ୟ ନିର୍ବାଚନ ଉପାୟୁକ୍ତ ମନୋଜଙ୍କୁ କାହିଁକି ଓଡ଼ିଶା ପଠାଇବାକୁ କେନ୍ଦ୍ର ନେଲା ନିଷ୍ପଭି ? November 18, 2024 Papirani ୨୦୦୬ ବ୍ୟାଚ୍ ଆଗମୁତ୍ କ୍ୟାଡର୍ ର ଆଇଏଏସ୍ ଅଫିସର ମନୋଜ କୁମାର ସାହୁଙ୍କର କ୍ୟାଡର୍ ପରିବର୍ତ୍ତନ କରି ଓଡ଼ିଶା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏକ ବଡ଼ ପ୍ରଶାସନିକ ପଦକ୍ଷେପର ସଙ୍କେତ ଦେଉଛି। ମନୋଜ ସାହୁ ଉପ ନିର୍ବାଚନ କମିଶନର…
ତାଜା ଖବର ରାଜ୍ୟ ବାଲିଯାତ୍ରା ରେ ଅଘଟଣ, କରେଣ୍ଟ ଲାଗି ଯୁକ୍ତ ଦୁଇ ଛାତ୍ର ଙ୍କ ମୃତ୍ୟୁ November 17, 2024 Nirvay କଟକ ବାଲିଯାତ୍ରାରେ ଅଘଟଣ। ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ନାବାଳକ ମୃତ। ଲିଚୁ ଲାଇଟ ଧରିଦେବାରୁ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସେ ସାଙ୍ଗମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଆସିଥିଲେ। ନାବାଳକଙ୍କୁ ବିଦ୍ୟୁତ ଆଘାତ ଲାଗିବା ପରେ ଗୁରୁତର…
ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି ବୃଦ୍ଧି November 17, 2024 Nirvay ଗତ 15.11.2024 ରୁ 22.11.2024 ମଧ୍ଯରେ ଉପର ଏବଂ ତଳ ବଲିଯ଼ାତ୍ରା ଗ୍ରାଉଣ୍ଡରେ ଐତିହାସିକ ବଳିଯ଼ାତ୍ରା କଟକ ଉତ୍ସବ, 2024 ପାଳନ କରାଯାଉଛି; ଏବଂ ବିଭିନ୍ନ ଦେଶ, ରାଜ୍ଯ ତଥା ଜିଲ୍ଲାର ସାଂସ୍କୃତିକ ଦଳମାନଙ୍କୁ ସେମାନଙ୍କ ସଂସ୍କୃତି, ପରମ୍ପରା ଏବଂ ଐତିହ୍ଯ…
ରାଜ୍ୟ ମିଥ୍ୟା, ମନଗଢ଼ା ଖବରପ୍ରସାରଣ କରି ସରକାରଙ୍କୁ ବଦ୍ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି: ବିଜେପି November 17, 2024 Nirvay ବିଜେପି କହିଛି ଯେ ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ବିଜେପି ସରକାରକୁ ବଦ୍ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିଜେଡି ଅସହିଷ୍ଣୁ ହୋଇପଡ଼ିଛି । ଏନେଇ ବିଭିନ୍ନ…
ରାଜ୍ୟ ସ୍ୱାସ୍ଥ୍ୟ ବୀମା ଲାଗୁ ପାଇଁ ମିଳିତ କର୍ମଚାରୀ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର November 17, 2024 Nirvay ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ଠାରେ ଥିବା କାର୍ଯ୍ୟାଳୟରେ ଓଡ଼ିଶାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସଂଗଠନର ରାଜ୍ୟ ନେତୃବୃନ୍ଦ ମାନଙ୍କ ମଧ୍ୟରେ ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହାସଂଘର ଆବାହକ ବିଜୟ…
ରାଜ୍ୟ ବାଲିଯାତ୍ରା ଓ ଅସୀମା ପଣ୍ଡା ବିବାଦ: ଜିଲ୍ଲାପାଳଙ୍କ ହସ୍ତକ୍ଷେପ November 17, 2024 Nirvay ବାଲିଯାତ୍ରା ପଡିଆରେ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ କୁ ଅଧାରେ ବନ୍ଦ କରିବା ଘଟଣା କୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଟକ ଜିଲ୍ଲାପାଳ | ଯେପରି ଏହି ଘଟଣାର ପୁନରାବୃତ୍ତି ନ ହେବ ତାହାକୁ ଗୁରୁତ୍ବ ଦେବା ପାଇଁ ପୋଲିସ କମିଶନର ଙ୍କ…
ତାଜା ଖବର ରାଜ୍ୟ ଭୁବନେଶ୍ୱର ବୈକୁଣ୍ଠ ଧାମ ଆଶ୍ରମ ରେ ଉତ୍ତେଜନା : ଲୁଚି ପଳାଇଲେ କୁନି ବାବା November 17, 2024 Nirvay ଶିଶୁ କଲ୍ୟାଣ କମିଟି ରବିବାର ଦିନ ଜଣେ ବ୍ଯକ୍ତିଙ୍କ ବିରୋଧରେ ସ୍ୱତଃପ୍ରବୃତ ମକଦ୍ଦମା ଦାୟର କରି ଅଭିଯୋଗ କରିଛି ଯେ ସେ ତାଙ୍କ ପୁଅକୁ କଲ୍କି ଅବତାର କିମ୍ବା ଭଗବାନ ବିଷ୍ଣୁଙ୍କ ପୁନର୍ଜନ୍ମ ଭାବରେ ଉପସ୍ଥାପିତ କରିଛନ୍ତି। ଏହି ଘଟଣା ଉପରେ…
ଦେଶ ରାଜ୍ୟ ଓଡିଶା ଆସିବେ ଆଇଏଏସ ଅଧିକାରୀ ମନୋଜ ସାହୁ November 17, 2024 Nirvay ବର୍ତ୍ତମାନ ଉପ ନିର୍ବାଚନ କମିଶନର ଭାବେ କାର୍ଯ୍ଯ କରୁଥିବା ମନୋଜ କୁମାର ସାହୁଙ୍କୁ ନିଜ ରାଜ୍ଯ ଓଡ଼ିଶାରେ କାର୍ଯ୍ଯ କରିବା ପାଇଁ ଆନ୍ତଃ କ୍ୟାଡର ପ୍ରତିନିଯୁକ୍ତି ପ୍ରଦାନ କରାଯାଇଛି। ୨୦୦୬ ବ୍ୟାଚ ଆଇଏଏସ୍ ମନୋଜ ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ…